Advertisment

YouTuber Armaan Malik Ordered: ଦୁଇ ପତ୍ନୀ ପାଇଁ ଅଡୁଆରେ ୟୁଟ୍ୟୁବର.. ଅରମାନ୍-ପାୟଲ ଛାଡପତ୍ର !

ଆଇନ ଗତ ସମସ୍ୟା ପାଇଁ ଟେନସନରେ ଫେମସ୍ ୟୁ ଟ୍ୟୁବର । ପ୍ରଥମ ପତ୍ନୀ ପାୟଲଙ୍କ ସହ ବିବାହ ବିଛେଦକୁ ନେଇ ଖବର ହେଉଛି ଭାଇରାଲ୍ । ପାୟଲ ମଲ୍ଲିକଙ୍କୁ ସତରେ କ’ଣ ଡିଭୋର୍ସ ଦେଇଦେଲେ ଅରମାନ୍ ମଲ୍ଲିକ?

ARMAN MALLIC DIVORCE

ARMAN MALLIC DIVORCE Photograph: (OTV)

Advertisment

ଆଇନ ଗତ ସମସ୍ୟା ପାଇଁ ଟେନସନରେ ଫେମସ୍ ୟୁ ଟ୍ୟୁବର । ପ୍ରଥମ ପତ୍ନୀ ପାୟଲଙ୍କ ସହ  ବିବାହ ବିଛେଦକୁ ନେଇ  ଖବର ହେଉଛି ଭାଇରାଲ୍ । ପାୟଲ ମଲ୍ଲିକଙ୍କୁ ସତରେ କଣ ଡିଭୋର୍ସ ଦେଇଦେଲେ ଅରମାନ୍ ମଲ୍ଲିକ ।  ପପୁଲାର ୟୁ ଟ୍ୟବୁର  ତଥା ବିଗବସ୍ ଓଟିଟି ଫେମ ଅରମାନ୍ ମଲ୍ଲିକଙ୍କ ବୈବାହିକ ଜୀବନକୁ ନେଇ  ସବୁବେଳେ ଚାଲିଥାଏ ଗସିପ । କାରଣ ଅରମାନ୍ ,ଏକାସାଙ୍ଗରେ ଦୁଇ ଜଣଙ୍କୁ ମ୍ୟାରେଜ କରିଛନ୍ତି ଏବଂ ଦୁଇ ଜଣ ତାଙ୍କ ପାଖେ ମିଶିକି ରହୁଛନ୍ତି ଯାହା  ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ  ଭୁଲ୍ ।  ଦୁଇ ପତ୍ନୀଙ୍କ ପାଇଁ ଅଡୁଆରେ  ଅରମାନ୍ ମଲ୍ଲିକ।
 

Advertisment

ଦାଭିନ୍ଦର ରାଜପୁତ ନାମକ ଜଣେ ବ୍ୟକ୍ତି ଅରମାନ୍, ପାୟଲ ଏବଂ କିର୍ତ୍ତିକାଙ୍କ ବିରୋଧରେ କୋଟର୍ରେ ପିଟିସନ୍ ଦାଖଲ କରିଥିଲେ। ହିନ୍ଦୁ ଆକଟ ଅନୁସାରେ ଜଣେ ବ୍ୟକ୍ତି ଜଣକୁ ହିଁ ମ୍ୟାରେଜ କରିପାରିବେ ।ପ୍ରଥମ ସ୍ତ୍ରୀକୁ ଡିଭୋର୍ସ  ଦେବାପରେ ଆଉ ଜଣଙ୍କୁ ମ୍ୟାରେଜ କରିପାରିବେ କିନ୍ତୁ ଅରମାନ୍  ପ୍ରଥମ ପତ୍ନୀ ଥାଇ ସେ ଦ୍ନିତୀୟ ପତ୍ନୀକୁ ମ୍ୟାରେଜ କରିଛନ୍ତି ଆଉ ଦୁହେଁ ଏକାଠି ରହୁଛନ୍ତି । 

୨୦୧୧ ମସିହାରେ ପ୍ରଥମ ଅରମାନ୍ ପାୟଲଙ୍କୁ ମ୍ୟାରେଜ କରିଥିଲେ ଆଉ ସେମାନଙ୍କର ଏକ ପୁଅ ବି ଥିଲା । ଏହାର  ୬ ବର୍ଷ ପରେ ପାୟଲଙ୍କ ବେଷ୍ଟ ଫ୍ରେଣ୍ଡ କିର୍ତ୍ତିକାଙ୍କୁ  ମ୍ୟାରେଜ କରିଥିଲେ ଅରମାନ୍। ଇନଫ୍ଲୁଏନସର ଅରମାନଙ୍କ ଦୁଇ ପତ୍ନୀ ଥିବା ଖବର ସେବେ  ଭାଇରାଲ୍  ହେଲା ଯେତେବେଳେ ଏହି ୩ ଜଣ ବିଗବସ୍ ଓଟିଟି ୨୦୨୪ରେ ପାଟିସିପେଟ୍ କରିଥିଲେ । ଏହି ସୋରେ ୩ ଜଣଙ୍କୁ ଅନେକ କଣ୍ଟ୍ରୋଭର୍ସିର ଶିକାର ହେବାକୁ ପଡ଼ିଥିଲା ।

Advertisment

ୟୁଟ୍ୟୁବର ଅରମାନ୍  ମଲ୍ଲିକ କେବଳ  ଫେମ୍ ପାଇବା ପାଇଁ ପାୟଲ  ଏବଂ କିର୍ତିକା ନାଁରେ ଅନେକ ଡ୍ରାମା କରନ୍ତି । କେବେ ପାୟଲ କୂହନ୍ତି ବହୁତ ହୋଇଗଲା ମୁଁ ମୋ ସ୍ବାମୀଙ୍କୁ ଛାଡିଦେବି କିନ୍ତୁ ପର ମୁହୁର୍ତ୍ତରେ ପୁଣି ଏକାଠି ମଶି ଚଳନ୍ତି ।  କେବଳ ଭିୟୁଜ୍ ପାଇଁ ଏମାନଙ୍କ ଡ୍ରାମା ସବୁବେଳେ ଚାଲିଥାଏ । ଅରମାନ୍ ଏବଂ ପାୟଲଙ୍କ ସେପାରେସନକୁ ନେଇ ଗୁଜବ ଉଠୁଥିଲା ତାହା ଏବେ ଫାଇନାଲ ହୋଇଯାଇଛି । କୋର୍ଟ ଅରମାନଙ୍କୁ କହିଛି ପାୟଲକୁ ଡିଭୋର୍ସ ଦେବାକୁ। ତେବେ ଏହା କେବଳ ଗୁଜବ ନା ସତ ଜଣାପଡିବ ଆଗକୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ