Advertisment

Yatra Actress Sonali’s Husband Arrested: ଯାତ୍ରୀ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ସ୍ବାମୀ ଗିରଫ

ଗିରଫ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ। ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରିଛି କୃଷ୍ଣପ୍ରସାଦ ଥାନା ପୋଲିସ।

Jatra Artist

Jatra Artist Photograph: (OTV)

Advertisment

ଗିରଫ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ। ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରିଛି କୃଷ୍ଣପ୍ରସାଦ ଥାନା ପୋଲିସ। ଯାତ୍ରା ଅଭିନେତ୍ରୀ ତଥା ସ୍ତ୍ରୀ ସୋନାଲିଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି। 

Advertisment

ଶ୍ରୀକ୍ଷେତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଥିଲେ ସୋନାଲି। ନାବାଳିକା ଅବସ୍ଥାରେ ଜୋର୍ ଜବରଦସ୍ତ ଶ୍ରୀକ୍ଷେତ୍ର ବିବାହ କରିଥିବା ଅଭିଯୋଗ କରିଥିଲେ।

•    ଯାତ୍ରୀ ଅଭିନେତ୍ରୀଙ୍କ ସ୍ବାମୀ ଗିରଫ
•    ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ
•    ସୋନାଲିଙ୍କ ଅଭିଯୋଗ ଆଧାରରେ ଗିରଫ କଲା ପୋଲିସ
•    ଶୀକ୍ଷେତ୍ରଙ୍କୁ ଗିରଫ କଲା କୃଷ୍ଣପ୍ରସାଦ ଥାନା ପୋଲିସ
•    ଶ୍ରୀକ୍ଷେତ୍ରଙ୍କୁ ଗିରଫ ନେଇ କୃଷ୍ଣପ୍ରସାଦ ଥାନା ଆଇଆଇସିଙ୍କ ସୂଚନା
•    ଭୁବନେଶ୍ବରରୁ ଶ୍ରୀକ୍ଷେତ୍ରଙ୍କୁ ଉଠାଇ ଆଣିଲା ପୋଲିସ
•    ଶ୍ରୀକ୍ଷେତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଥିଲେ ସୋନାଲି
•    ନାବାଳିକା ଅବସ୍ଥାରେ ଜୋର୍ ଜବରଦସ୍ତ ବିବାହ କରିଥିବା ଅଭିଯୋଗ କରିଥିଲେ

Advertisment
Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ