Advertisment

ସୁଶାନ୍ତଙ୍କ ମୃତ୍ୟୁ ମାମଲା, ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଜେରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଜେରା ଜାରି ରହିଛି। ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଆଜି ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ବୟାନ୍ ରେକର୍ଡ ହୋଇଛି। ସୋମବାର ସକାଳ ୧୧ଟା ବେଳେ ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ଜେରା କରାଯାଇଥିଲା। ପୂର୍ବରୁ ମହେଶ ଭଟ୍ଟଙ୍କୁ ଜେରା କରିବାକୁ ସମନ ଜାରି କରାଯାଇଥିଲା। ମହେଶ ଭଟ୍ଟଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ […]

ସୁଶାନ୍ତଙ୍କ ମୃତ୍ୟୁ ମାମଲା, ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଜେରା

mahesh-bhatt

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଜେରା ଜାରି ରହିଛି। ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଆଜି ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ବୟାନ୍ ରେକର୍ଡ ହୋଇଛି। ସୋମବାର ସକାଳ ୧୧ଟା ବେଳେ ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ଜେରା କରାଯାଇଥିଲା।

Advertisment

ପୂର୍ବରୁ ମହେଶ ଭଟ୍ଟଙ୍କୁ ଜେରା କରିବାକୁ ସମନ ଜାରି କରାଯାଇଥିଲା। ମହେଶ ଭଟ୍ଟଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ କିପରି ଥିଲା, ରିଆ ଓ ସୁଶାନ୍ତଙ୍କ ମଧ୍ୟରେ ମହେଶ ଭଟ୍ଟଙ୍କ କିଛି ବିବାଦ ଥିଲା କି ନାହିଁ। ଏହାଛଡ଼ା କିଛି ସିନେମାକୁ ନେଇ ମହେଶ ଭଟ୍ଟ ସୁଶାନ୍ତଙ୍କ ସହ କଣ ଆଲୋଚନା କରିଥିଲେ କି? ଏ ସମସ୍ତ ପ୍ରସଙ୍ଗକୁ ନେଇ ପୋଲିସ ପଚରାଉଚରା କରିଥାଇପାରେ।

ମହେଶ ଭଟ୍ଟଙ୍କ ସହ ପ୍ରଯୋଜକ କରନ ଜୋହରଙ୍କୁ ବି ନୋଟସ କରିଛି ମୁମ୍ବାଇ ପୋଲିସ। ଏହି ମାମଲାରେ କରନ ଜୋହରଙ୍କ ମ୍ୟାନେଜର ମଧ୍ୟ ପୋଲିସ ନିକଟରେ ହାଜର ହେବେ। ଯଦି ଆବଶ୍ୟକ ପଡ଼େ କରଣ ଜୋହରଙ୍କୁ ଥାନାକୁ ଡକାଇ ବୟାନ ରେକର୍ଡ କରିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ