Gulua-Barsha-Life Photograph: (OTV)
ଆଶିଷକୁମାରଦାସ।ଦିନେସଭିଙ୍କପାଇଁଅଜଣାଥିଲାଏହିଚେହେରା।ଓଡ଼ିଶାରବଡ଼ବଡ଼କମେଡିଆନଙ୍କମଧ୍ୟରେସେଖୋଜୁଥିଲେନିଜରପରିଚୟ।ଆଉଦେଖାଇବାକୁଚାହୁଁଥିଲେନିଜକଳାରକରାମତି।ଆଉତାଙ୍କୁଏହିସୁଯୋଗଦେଇଥିଲାସୋସିଆଲମିଡିଆପ୍ଲାଟଫର୍ମୟ୍ୟୁଟ୍ୟୁବ।ବାସ୍ସଭିଙ୍କପାଇଁଅପରିଚିତଥିବାଚେହେରାଟିଏବେମିଷ୍ଟରଗୁଲୁଆନାମରେଘରେଘରେହେଲାପରିଚିତ।ପାରିବାରିକଜୀବନ, ସାମ୍ପ୍ରତିକପରିସ୍ଥିତି, ସ୍ୱାମୀ-ସ୍ତ୍ରୀଝଗଡ଼ା, ସାଧାରଣମଧ୍ୟବିତ୍ତପରିବାରରକୁଚମତ୍କାରଭାବେହାସ୍ୟରସରେପରିବେସଣକରୁଥିଲେଗୁଲୁଆ।ତାଙ୍କଛୋଟଛୋଟକମେଡିଭିଡ଼ିଓଦର୍ଶକଙ୍କୁଖୁବମନୋରଞ୍ଜଦେଉଥିଲା।ତାଙ୍କରଅଭିନିତପିଇସାଚରିତ୍ରଟିଖୁବଲୋକପ୍ରିୟହୋଇଥିଲା।ଏପରିକିତାଙ୍କଭିଡ଼ିଓରେଥିବା“ଭାତଟେହବ, ଡାଲିଟେହବ"ପରିସଂଳାପକେବଳଓଡ଼ିଶାରେନୁହେଁବରଂସାରାଭାରତରେଭାଇରାଲହୋଇଥିଲା।ଆଉଇଣ୍ଟରନେଟରେଏହାଟ୍ରେଣ୍ଡପାଲଟିଯାଇଥିଲା।ଆଉସେବେଠୁସୋସିଆଲମିଡିଆରେଭାଇରାଲ୍ହୋଇଯାଇଥିଲେଗୁଲୁଆ।
ତାପରେଗୁଲୁଆଙ୍କଲାଇଫକୁଏଣ୍ଟ୍ରିମାରନ୍ତିବର୍ଷା।ଓଲିଉଡରଏକଅଭିନେତାଙ୍କଜନ୍ମଦିନରେଉଭୟଙ୍କଦେଖାହୁଏ।ଏହାପରେବନ୍ଧୁତାଆଉଧିରେଧିରେପରସ୍ପରକୁଭଲପାଇବସନ୍ତିଉଭୟ।ଏହାପରେଗୁଲୁଆଙ୍କଭିଡିଓରେଉଭୟଙ୍କଅଭିନୟକୁଖୁବପସନ୍ଦକରିଥିଲେଦର୍ଶକ।ଦୁହିଁଙ୍କମଧ୍ୟରେଏକଜବରଦସ୍ତକେମେଷ୍ଟ୍ରିଦେଖିବାକୁମିଳୁଥିଲା।ଆଉପ୍ରାୟ୮ବର୍ଷରପ୍ରେମସମ୍ପର୍କପରେ୨୦୨୩ଡିସେମ୍ବରମାସରେବିବାହବନ୍ଧନରେବାନ୍ଧିହୋଇଥିଲେବର୍ଷାଓଗୁଲୁଆ।ତେବେବିବାହପରେମଧ୍ୟଗୁଲୁଆଙ୍କଅନେକଭିଡ଼ିଓରେବର୍ଷାଙ୍କଅଭିନୟରଝଲକଦେଖିବାକୁମିଳିଥିଲା।ରିଲ୍ଲାଇଫ୍ଓରିଏଲଲାଇଫରେଅନେକଙ୍କସେମାନେଆଇଡିଅଲ୍କପଲପାଲଟିଯାଇଥିଲେ।
ତେବେବିବାହରମାତ୍ର୨ବର୍ଷପରେଏବେଗୁଲୁଆଆଉବର୍ଷାଙ୍କଦାମ୍ପତ୍ୟଜୀବନରେଦେଖାଦେଇଛିଫାଟ।ପରକୀୟାପ୍ରୀତିଯୋଗୁଁହସଖୁସିରେଥିବାପରିବାରଏବେଭାଙ୍ଗିବାକୁଯାଉଥିବାଅଭିଯୋଗକରିଛନ୍ତିବର୍ଷା।ସେପଟେଗୁଲୁଆଙ୍କଅଭିଯୋଗ୫୦ଲକ୍ଷଟଙ୍କାପାଇଁତାଙ୍କୁମାରିଦେବାକୁଧମକମିଳୁଛି।ତେବେସୋସିଆଲମିଡିଆରଏହିଭାଇରାଲଯୋଡ଼ିମଧ୍ୟରେଏପରିକଳହରଖବରଫ୍ୟାନମାନଙ୍କୁବ୍ୟଥିତକରିଛି।ଆଉସେମାନେଆଶାରଖିଛନ୍ତିସବୁବିବାଦରଖୁବଶୀଘ୍ରସମାଧାନହୋଇଯିବ।ଆଉପୁଣିଥରେଏକାଠିହୋଇବର୍ଷାଓଗୁଲୁଆଦର୍ଶକଙ୍କସାମ୍ନାକୁଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/26/gulua-barsha-life-2025-12-26-13-36-57.jpg)