bollywood Photograph: (OTV)
ପୁଣି ବଡ଼ ପରଦାକୁ ଆସିବ ସୋଲେ। ଭାରତୀୟ ସିନେମାର କଲ୍ଟ କ୍ଲାସିକ୍ ସିନେମା ‘ସୋଲେ’ ୫୦ ବର୍ଷ ପରେ ପୁଣି ଥରେ ସିଲଭର୍ ସ୍କ୍ରିନ୍ ରେ ରିଲିଜ୍ ହେବ। ଡିସେମ୍ବର ୧୨ ତାରିଖରେ ୧୫୦୦ରୁ ଅଧିକ ଥିଏଟରରେ ଏହାକୁ ରିଲିଜ୍ କରିବ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍। ତାକୁ 4K ସହ ଡଲବି ଡିଜିଟାଲରେ ଅର୍ଥାତ ଟିକିଏ ଅଧିକ ହାଇ କ୍ବାଲିଟି ସହ।
ସବୁଠୁ ବଡ଼ କଥା ହେଉଛି ‘ସୋଲେ’ର ଅରିଜିନାଲ୍ କ୍ଲାଇମେକ୍ସ ଏଥିରେ ରହିବ। ତେଣୁ ଉତ୍ସାହ ଓ ରୋମାଞ୍ଚ ଅଧିକ ବଢ଼ିଛି। ତେଣୁ ଅରିଜିନାଲ୍ କ୍ଲାଇମେକ୍ସ ରେ ଆଉ କିଛି କାହାଣୀ ଲୁଚି ରହିଛି କି ତାକୁ ନେଇ ଉତ୍ସୃକତା ବଢ଼ିଛି।
ସୋଲେକୁ ବିତିଛି ୫୦ ବର୍ଷ। ଜୟ ବୀରୁଙ୍କ ଦୋସ୍ତିକୁ ବି ବିତିଛି ୫୦ ବର୍ଷ। ହେଲେ ଏବେ ବୀର ନାହାନ୍ତି ଅର୍ଥାତ ଧର୍ମେନ୍ଦ୍ରଙ୍କ ଗଲା ୨୪ ତାରିଖରେ ଦେହାନ୍ତ ହୋଇଛି। ଏହାପରେ ପୁଣି ଥରେ ଧର୍ମେନ୍ଦ୍ରଙ୍କ ସେଇ ଲିଗାସୀଙ୍କୁ ପୁଣି ଥରେ ବଡ଼ ପରଦାରେ ଦେଖିବାକୁ ମିଳିବ।
ପୁଣି ରିଲିଜ୍ ହେବ ‘ସୋଲେ’
ବଡ଼ ପରଦାକୁ ଫେରିବ କଲ୍ଟ କ୍ଲାସିକ୍ ‘ସୋଲେ’
୧୨ ଡିସେମ୍ବରରେ ଦେଶର ୧୫୦୦ରୁ ଅଧିକ ସ୍କ୍ରିନ୍
ଅରିଜିନାଲ୍ କ୍ଲାଇମେକ୍ସ ସହ ରିଲିଜ୍ ହେବ
ଧର୍ମେନ୍ଦ୍ରଙ୍କ ବିୟୋଗ ପରେ ପୁଣି ତାଜା ହେବ ପୁରୁଣା ସ୍ମୃତି
ଉତ୍ସୃକତାର ସହ ଅପେକ୍ଷା କରିଛନ୍ତି ଧର୍ମେନ୍ଦ୍ରଙ୍କ ଫ୍ୟାନ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/29/bollywood-2025-11-29-09-19-13.jpg)