Advertisment

Comedian Gulua Alleges Threat to Life: କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଭିଡିଓ: ମିଳୁଛି ହତ୍ୟା ଧମକ, ଜୀବନ ପ୍ରତି ଅଛି ବିପଦ

କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଭିଡିଓ। ଜୀବନ ପ୍ରତି ବିପଦ ଥିବା କହିଲେ। ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କଲେ। ନାଁ ନନେଇ ଭାବବିହ୍ବଳ ହେଇ ଭିଡିଓ କରିଛନ୍ତି ଗୁଲୁଆ।

Comedian Gulua

Comedian Gulua Photograph: (OTV)

Advertisment

କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଅଭିଯୋଗ। ଜୀବନ ପ୍ରତି ବିପଦ ଥିବା କହିଲେ ଗୁଲୁଆ। ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଛନ୍ତି। ଆଜି ସକାଳୁ ଭିଡିଓ କରି ଅଭିଯୋଗ କରିଛନ୍ତି। ସେଥିରେ କାହାରି ନାଁ ନନେଇ ଭାବବିହ୍ବଳ ହେଇ ଭିଡିଓ କରିଛନ୍ତି ଗୁଲୁଆ। 

Advertisment

ତାଙ୍କୁ ହତ୍ୟା ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ। ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି। ଏନେଇ ପ୍ରଶାସନ ଓ ପୋଲିସକୁ ସହାୟତା ପାଇଁ ନିବେଦନ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଦେଉଛି ଗୁଲୁଆଙ୍କୁ ହତ୍ୟା ଧମକ? କାହା ପାଇଁ ଭିଡିଓ କଲେ ଗୁଲୁଆ?

•    ‘ଗୁଲୁଆଙ୍କୁ ହତ୍ୟା ଧମକ’
•    କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଭିଡିଓ 
•    ଜୀବନ ପ୍ରତି ବିପଦ ଥିବା କହିଲେ 
•    ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କଲେ 
•    ନାଁ ନନେଇ ଭାବବିହ୍ବଳ ହେଇ ଭିଡିଓ କରିଛନ୍ତି ଗୁଲୁଆ 
•    ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ 
•    ସହାୟତା ପାଇଁ ନିବେଦନ କଲେ ଗୁଲୁଆ 
•    ମାନସିକ ଯନ୍ତ୍ରଣାରେ ଥିବା କହିଲେ 
•    କିଏ ଦେଉଛି ଗୁଲୁଆଙ୍କୁ ହତ୍ୟା ଧମକ?
•    କାହା ପାଇଁ ଭିଡିଓ କଲେ ଗୁଲୁଆ?

Advertisment
Gulua Ashish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ