disha -1
ବଲିଉଡ୍ର ହଟ୍ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ ଆକର୍ଷଣୀୟ ଓ ସୁନ୍ଦର ଫିଟ୍ନେସ୍ ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍ନେସ୍ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର ସ୍ଲିମ୍ ଫିଗରରେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି ।
ଫିଲ୍ମ ବାଗି-୨ ର ଏହି ଅଭିନେତ୍ରୀ ଦିଶା ନିଜର ଆକର୍ଷଣୀୟ ଫିଗର ପାଇ ବହୁତ ପରିଶ୍ରମ ସହ ସୁସ୍ଥ ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି । ଜିମ୍ ଯିବା ସହ ଯୋଗାଭ୍ୟାସ ମଧ୍ୟ ସେ କରିଥାନ୍ତି । ଦିଶା ସପ୍ତାହରେ ଅତି କମ୍ରେ ୪ଦିନ ଜିମ୍ ଯାଇଥାନ୍ତି ଓ ଅନେକ ପ୍ରକାରର ବ୍ୟାୟାମ ମଧ୍ୟ କରିଥାନ୍ତି । ସେ ଯେତେ ବ୍ୟାୟାମ ଧ୍ୟାନ ଦିଅନ୍ତି , ସେତିକି ହେଲଦି ଡାଏଟିଂ ନେବାରେ ପସନ୍ଦ କରନ୍ତି ।
ବିଶେଷକରି ଦିଶା ନିଜର ଖାଇବାରେ ପ୍ରୋଟିନ୍ ଓ ଭିଟାମିନ୍ସ ଉପରେ ନଜର ଦିଅନ୍ତି । ଯାହାକି ଏହି ସୁସ୍ଥ ଓ ସୁନ୍ଦର ଚେହେରା ପାଇଁ ବଲିଉଡ୍ରେ ସ୍ୱତନ୍ତ୍ର ଚେହେରା ପାଲଟିଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/disha-1_1626690499.jpg)