NABARD
ମୁମ୍ବାଇ: ସରକାରୀ ଚାକିରୀ ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚର ଏଣ୍ଡ ରୁରାଲ୍ ଡେଭଲପମେଣ୍ଟ (ନାବାର୍ଡ଼), ଗ୍ରେଡ୍ –ଏ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଯୋଗ୍ୟ ଆବେଦନକାରୀ ଆବେଦନର ଶେଷ ତାରିଖ ଏପ୍ରିଲ ୨ ପୂର୍ବରୁ ତୁରନ୍ତ ଆବେଦନ କରନ୍ତୁ।
ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ, ପିଡ଼ବ୍ଲ୍ୟୁବିଡ଼ି (ଜେନେରାଲ)ଙ୍କ ପାଇଁ ୧୦ ବର୍ଷ, ପିଡ଼ବ୍ଲ୍ୟୁବିଡ଼ି (ଓବିସି)ଙ୍କ ପାଇଁ ୧୩ବର୍ଷ, ପିଡ଼ବ୍ଲ୍ୟୁବିଡ଼ି (ଏସି/ଏସିଟି)ଙ୍କ ପାଇଁ ୧୫ବର୍ଷ କୋହଳ ରହିଛି।
ଆବେଦନକାରୀ କେବଳ ନାବାର୍ଡ଼ର ଅଫିସିଆଲ ୱେବସାଇଟ www.nabard.org/Career Notices କୁ ଯାଇ ଅନଲାଇନ ଆବେଦନ କରିପାରିବେ।
ଅଧିକ ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଗ୍ରେଡ୍-ଏ ଆସିଷ୍ଟାଣ୍ଟ ପୋଷ୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/NABARD-88_1626432701.jpg)