Advertisment

ପ୍ରକାଶ ପାଇଲା ICSE ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା ICSE ରେଜଲ୍ଟ। ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଦଶମରେ ପାସ୍ ହାର ୯୮.୫୧% ଥିବାବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ % ଥିବା ସୂଚନା ମିଳିଛି। ଅଫିସିଆଲ ୱେବସାଇଟ୍ cisce.orgରେ ଉପଲବଧ ହେଉଛି ରେଜଲ୍ଟ। SMS ରେ ମଧ୍ୟ ରେଜଲ୍ଟ ମିଳିପାରିବ। ଏ ବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ ପିଲା […]

ପ୍ରକାଶ ପାଇଲା ICSE ରେଜଲ୍ଟ

results

Advertisment

ଭୁବନେଶ୍ୱର : ପ୍ରକାଶ ପାଇଲା ICSE ରେଜଲ୍ଟ। ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଦଶମରେ ପାସ୍ ହାର ୯୮.୫୧% ଥିବାବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ % ଥିବା ସୂଚନା ମିଳିଛି।

Advertisment

ଅଫିସିଆଲ ୱେବସାଇଟ୍ cisce.orgରେ ଉପଲବଧ ହେଉଛି ରେଜଲ୍ଟ। SMS ରେ ମଧ୍ୟ ରେଜଲ୍ଟ ମିଳିପାରିବ। ଏ ବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି।

ISC Class 12 ICSE Class 10 Results Declared ICSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ