PrimarySchool
Advertisment
ଭୁବନେଶ୍ୱର : ଏଣିକି ଖରାଛୁଟିରେ ପ୍ରାଥମିକ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ। ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ କ୍ଲାସ ନେବେ ଶିକ୍ଷକ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି, ଛୁଟି ସମୟରେ ବି ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି ଥାଏ। ସେହି ସମୟରେ ଡ୍ୟୁଟିକୁ ଆସୁଥିବା ଶିକ୍ଷକ ଏକ୍ସଟ୍ରା କ୍ଲାସ ନେବେ । ଶିକ୍ଷକମାନଙ୍କୁ ଖରାଛୁଟି ମିଳିବନି ଯାହା କୁହାଯାଉଛି, ସେମିତି ନୁହେଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/PrimarySchool_1626689394.jpg)