Advertisment

ରେଲୱେରେ ୮୯ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ ଖାଲି ପଡ଼ିଥିବା ୮୯ହଜାର ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ବର୍ତ୍ତମାନ ସୁଦ୍ଧା ୧.୫କୋଟି ଛାତ୍ରଛାତ୍ରୀ ଆବେଦନ କରି ସାରିଥିବା ଜଣାପଡ଼ିଛି। ଆରଆରବି […]

ରେଲୱେରେ ୮୯ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

railway

Advertisment

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ ଖାଲି ପଡ଼ିଥିବା ୮୯ହଜାର ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି।

Advertisment

ଏହି ପଦବୀ ଲାଗି ବର୍ତ୍ତମାନ ସୁଦ୍ଧା ୧.୫କୋଟି ଛାତ୍ରଛାତ୍ରୀ ଆବେଦନ କରି ସାରିଥିବା ଜଣାପଡ଼ିଛି।

ଆରଆରବି ଗ୍ରୁପ ସି ପଦବୀ: ଆସିଷ୍ଟାଣ୍ଟଲୋକ ପାଇଲଟ-୧୭୬୭୩, ଟେକନିସିଆନ୍-୮୮୨୯

ସେହିପରି ଆରଆରବି ଗ୍ରୁପ ଡି ରେ ୬୨,୯୦୭ ପଦବୀ ଖାଲି ପଡିଛି।

ଚୟନ ପ୍ରକ୍ରିୟା:  ଆବେଦନକାରୀଙ୍କ ଚୟନ Common Computer Based Test (CBT), Aptitude Test and Document Verification ଉପରେ ଆଧାରିତ ଅନୁଯାୟୀ କରାଯିବ।

Advertisment

ଗୁରୁତ୍ୱ ପୂର୍ଣ୍ଣ ସୂଚନା: ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧, ଅନଲାଇନ ପେମେଣ୍ଟ, ଏସବିଆଇ ଚାଲାଣ ଶେଷ ତାରିଖ ମାର୍ଚ୍ଚ ୩୧ ଥିବାବେଳେ ପୋଷ୍ଟ ଅଫିସ ଚାଲାଣର ଶେଷ ତାରିଖ ମାର୍ଚ୍ଚ ୨୯। ତେବେ ପରୀକ୍ଷା ଏପ୍ରିଲ କିମ୍ବା ମେ ମାସରେ  ହୋଇପାରେ ବୋଲି ଜଣାପଡ଼ିଛି।

Railway Recruitment Board Railway Jobs Railway Vacancy Railways Recruitment Indian Railways Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ