Advertisment

Mob Lynching Over Theft Allegation: ଚୋର ସନ୍ଦେହରେ ଯୁବକଙ୍କୁ ମାରିଦେଲେ, ୨୦ ଜଣ ଲୋକଙ୍କୁ ଗିରଫ କଲା ପୋଲିସ

ଚୋର ଭାବି ପିଟି ପିଟି ଯୁବକଙ୍କୁ ମାରିଦେଲେ। ମାଡ଼ ମାରି ଲହୁଲୁହାଣ କରିଥିଲେ ଗାଁ ଲୋକ। ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର। ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି।

Murder

Murder Photograph: (OTV)

Advertisment

ଚୋର ଭାବି ପିଟି ପିଟି ଯୁବକଙ୍କୁ ମାରିଦେଲେ। ମାଡ଼ ମାରି ଲହୁଲୁହାଣ କରିଥିଲେ ଗାଁ ଲୋକ। ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସାର୍ଦ୍ଦୁଳ ଗାଁର ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି।

Advertisment

ତଦନ୍ତରୁ ଆଉ କିଛି ଲୋକଙ୍କର ସଂପୃକ୍ତି ଥିବା ଜଣାପଡିଛି। ସେମାନଙ୍କୁ ବି ଗିରଫ କରାଯିବ ବୋଲି ଭଞ୍ଜନଗର ଅତିରିକ୍ତ ଏସପି କହିଛନ୍ତି। ମୃତକ ହେଲେ କନ୍ଧମାଳ ଜିଲ୍ଲା କୁରୁମୁଙ୍ଗିଆ ଗାଁର ବନାଧର ପ୍ରଧାନ। ଗତକାଲି ରାତିରେ ଚୋରି ଉଦ୍ୟମ ବେଳେ ତାଙ୍କୁ କାବୁ କରିଥିଲେ ସାର୍ଦ୍ଦୁଳ ଗାଁ ଲୋକେ।

ପରେ ଚୋରକୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି। ... 

Advertisment

ଭଞ୍ଜନଗର ସାର୍ଦ୍ଦୁଳ ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା

ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ସୂଚନା
ଉତ୍ତେଜନା ଦୃଷ୍ଟିରୁ ସାର୍ଦ୍ଦୁଳ ଗାଁରେ ପୋଲିସ ଛାଉଣୀ

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ