Advertisment

Woman Volunteer Arrested: ଚାକିରି ଦେବା ନାଁରେ ଠକେଇ; ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ

ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ। ଚାକିରି ଦେବାକୁ କହି ଠକେଇ ମାମଲରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

Woman Volunteer Arrested

Woman Volunteer Arrested Photograph: (OTV)

Advertisment

ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ। ଚାକିରି ଦେବାକୁ କହି ଠକେଇ ମାମଲରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ବରୀ ଜେନାଙ୍କୁ ଗିରଫ କରାଯାଇଛି। ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝରରୁ ତାଙ୍କୁ ଗିରଫ କରିଛି। 

Advertisment

ଚାକିରି ଦେବାକୁ କହି ଠକେଇ ନେଇ ଖଣ୍ଡଗିରି ଥାନାରେ ମାମଲା ହୋଇଥିଲା। ଅଭିଯୋଗ ପରେ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ବରୀ। ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ ନିର୍ଦ୍ଦେଶ କ୍ରମେ ପୋଲିସ ସୁରେଶ୍ବରୀଙ୍କୁ ଗିରଫ କରିଛି।

Job Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ