Advertisment
ଲିଭ୍-ଇନ୍ରେ ରହିଲା । ହାତ ଧରି ବାହା ବି ହେଲା । ହେଲେ ବାହାଘରର ମାସେ କେଇଟା ନ ପୁରୁଣୁ ରକ୍ତପିପାସୁ ପାଲଟିଗଲା ସ୍ୱାମୀ । ଯେଉଁ ହାତରେ ସିନ୍ଦୂର ଦେଇଥିଲା, ସେଇ ହାତରେ ସ୍ତ୍ରୀର ଶରୀରକୁ କରିଦେଲା ଖିନଭିନ୍ । ୧୧ ଥର ଛୁରୀ ଭୁସିଲା ସ୍ତ୍ରୀ ପେଟରେ । ଭଲ ପାଇ ବାହା ହୋଇଥିବା ସାଥିଟିଏ କ'ଣ ଏମିତି ସୈତାନ ସାଜିପାରେ ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us