Advertisment

Online ‘Digital Arrest’ Scam: ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲା ୩୦ ଲକ୍ଷ ଟଙ୍କା, ଗିରଫଦାରୀର ଭୟ ଦେଖାଇ ଲୁଟିନେଲା ଦୁର୍ବୃତ୍ତ

ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୩୦ ଲକ୍ଷ ଟଙ୍କା। ସାଇବର ଠକଙ୍କ ଶିକାର ହେଲେ ଓଲ୍ଡଟାଉନ୍ ଅଞ୍ଚଳର ଜଣେ ମହିଳା। ମହିଳାଙ୍କ ଫୋନକୁ କଲ କରି ମୁମ୍ବାଇ କୋଲାବ ଥାନା ଅଧିକାରୀ ପରିଚୟ ଦେବା ସହ ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଥିବା କହି ଭୟଭୀତ କରିଥିଲେ ।

Digital Arrest

Digital Arrest Photograph: (OTV)

Advertisment

ରାଜଧାନୀ ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୩୦ ଲକ୍ଷ ଟଙ୍କା। ସାଇବର ଠକଙ୍କ ଶିକାର ହେଲେ ଓଲ୍ଡଟାଉନ୍ ଅଞ୍ଚଳର ଜଣେ ମହିଳା। ମହିଳାଙ୍କ ଫୋନକୁ କଲ କରି ମୁମ୍ବାଇ କୋଲାବ ଥାନା ଅଧିକାରୀ ପରିଚୟ ଦେବା ସହ ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଥିବା କହି ଭୟଭୀତ କରିଥିଲେ ।

Advertisment

ମହିଳା ଜଣଙ୍କ ଭୟଭୀତ ହୋଇ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ସାଇବର ଠକ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଶେଷରେ ସେ ଠକେଇର ଶିକାର ହେବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶରୁ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ତିରୁପତି ଅଞ୍ଚଳର ଜି. ଚିରଞ୍ଜୀବ । 

  ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲା ୩୦ ଲକ୍ଷ ଟଙ୍କା

ସାଇବର ଠକର ଶିକାର ହେଲେ ଓଲ୍ଡ ଟାଉନ୍ ଅଞ୍ଚଳର ମହିଳା
ମୁମ୍ବାଇ କୋଲାବା ଥାନା ଅଧିକାରୀ ପରିଚୟ ଦେଇ ଫୋନ୍ କରିଥିଲା ଠକ
ମାମଲା ଅଛି କହି ଗିରଫଦାରୀର ଭୟ ଦେଖାଇ ଲୁଟିନେଲା ଦୁର୍ବୃତ୍ତ
ମହିଳାଙ୍କ ସମସ୍ତ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେଇଥିଲା ଠକ
ଥାନାରେ ଅଭିଯୋଗ ପରେ ଆନ୍ଧ୍ର ପ୍ରଦେଶ ତିରୁପତିରୁ ଜଣେ ଗିରଫ

Advertisment
Digital Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ