Advertisment

Mob Attack on SIR Workers: SIR କର୍ମଚାରୀଙ୍କୁ ମାଡ଼ ଘଟଣା, ୭୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଦୁଇ SIR କର୍ମଚାରୀ ମାଡ଼ ଘଟଣାରେ ୭୨ ଜଣ ଗିରଫ। ଗତ ବୁଧବାର ବାଲେଶ୍ବର ରାଇବାଣିଆ ୨ SIR ଅଫିସର ଭୁଲବଶତଃ ପଶ୍ଚିମବଙ୍ଗ ନୟାଗ୍ରାମ ଯିବା ପରିବର୍ତ୍ତେ ବାଲେଶ୍ୱର ରାଇବଣିଆ ଚାଲି ଆସିଥିଲେ।

ARREST

ARREST Photograph: (OTV)

Advertisment

ଦୁଇ SIR କର୍ମଚାରୀ ମାଡ଼ ଘଟଣାରେ ୭୨ ଜଣ ଗିରଫ। ଗତ ବୁଧବାର ବାଲେଶ୍ବର ରାଇବାଣିଆ ୨ SIR ଅଫିସର ଭୁଲବଶତଃ ପଶ୍ଚିମବଙ୍ଗ ନୟାଗ୍ରାମ ଯିବା ପରିବର୍ତ୍ତେ ବାଲେଶ୍ୱର ରାଇବଣିଆ ଚାଲି ଆସିଥିଲେ। ସ୍ଥାନୀୟ ଲୋକେ ପିଲା ଚୋର ସନ୍ଦେହରେ ସେମାନଙ୍କୁ ମାଡ଼ ମାରିବା ସହିତ ଅଟକ ରଖିଥିଲେ।

Advertisment

ସେମାନଙ୍କୁ ଉଦ୍ଧାର କରିବାକୁ ଯିବାବେଳେ ପୋଲିସ ସହ ଠେଲାପେଲା ଓ ଯୁକ୍ତିତର୍କ କରିଥିଲେ ସ୍ଥାନୀୟ ଲୋକେ। ଏନେଇ ପୋଲିସ ପକ୍ଷରୁ ୨ଟି ମାମଲା ରୁଜୁ କରି ୭୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସେପଟେ ଘଟଣାକୁ ନେଇ ବାଲେଶ୍ବର ଅତିରିକ୍ତ ଏସ୍ପି କହିଛନ୍ତି, ପିଲା ଚୋରି ଗୁଜବରେ ବିଶ୍ୱାସ କରନ୍ତୁନି। ଯଦି ସନ୍ଦେହ ହେଉଛି ସ୍ଥାନୀୟ ପୋଲିସକୁ ଜଣାନ୍ତୁ। ଯଦି କୌଣସି ଲୋକ ଉପରେ ସନ୍ଦେହ ହେଉଛି ତେବେ 112ରେ କଲ୍ କରି ଜଣାନ୍ତୁ।...

Advertisment

ବାଲେଶ୍ବର ରାଇବଣିଆ ୨ SIR କର୍ମଚାରୀଙ୍କୁ ମାଡ଼ ଘଟଣା

୭୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ପିଲା ଚୋରି ସନ୍ଦେହରେ ମାଡ଼ମାରି ଅଟକ ରଖିଥିଲେ ଲୋକ
ଉଦ୍ଧାର ପାଇଁ ଆସିଥିବା ପୋଲିସ ସହ କରିଥିଲେ ଯୁକ୍ତିତର୍କ 

Arrest Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ