Advertisment

Vigilance Raids: ଭିଜିଲାନ୍ସ ଜାଲରେ କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀ ... ୬ ଡିଏସପି, ୭ ଇନ୍ସପେକ୍ଟରଙ୍କୁ ନେଇ ଚାଲିଛି ଚଢ଼ାଉ

ଭିଜିଲାନ୍ସ ପଞ୍ଝାରେ ସେମିଳିଗୁଡ଼ା ରେଞ୍ଜର ଫରେଷ୍ଟର ନିରଞ୍ଜନ ଶତପଥୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ବର, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି।

VIGILANCE

VIGILANCE Photograph: (OTV)

Advertisment

ଭିଜିଲାନ୍ସ ପଞ୍ଝାରେ ସେମିଳିଗୁଡ଼ା ରେଞ୍ଜର ଫରେଷ୍ଟର ନିରଞ୍ଜନ ଶତପଥୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ବର, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି। ରେଡରେ ସାମିଲ ହୋଇଛନ୍ତି ୬ ଡିଏସପି, ୭ ଇନ୍ସପେକ୍ଟର। ଭୁବନେଶ୍ବର ଝାରପଡ଼ାରେ ଥିବା ଦୁଇଟି ତିନି ମହଲା କୋଠା, ଜଗତସିଂହପୁରରେ ଥିବା ପୈତୃକ ଘର ଏବଂ କୋରାପୁଟ ସେମିଳିଗୁଡ଼ାରେ ଥିବା ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ନିରଞ୍ଜନ ପୂର୍ବରୁ ବାଲାଡାରେ ଫରେଷ୍ଟର ଭାବେ ଥିଲେ ଏବେ ସେମିଲିଗୁଡା ରେଞ୍ଜରେ କାମ କରୁଛନ୍ତି।

Advertisment

ଭିଜିଲାନ୍ସ ଜାଲରେ କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ 
ଭୁବନେଶ୍ୱର, ଜଗତସିଂହପୁର ଓ କୋରାପୁଟର ୫ଟି ସ୍ଥାନରେ ରେଡ୍ 
୬ ଡିଏସପି, ୭ ଇନ୍ସପେକ୍ଟରଙ୍କୁ ନେଇ ଚାଲିଛି ଚଢ଼ାଉ
ଝାରପଡ଼ାରେ ରହିଛି ଦୁଇଟି ତିନି ମହଲା କୋଠା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ