Advertisment

Cyber Fraud Case: ୧ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ମାମୁ-ଭାଣେଜୀ, ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଠକୁଥିଲେ

ଏହି ଆକାଉଣ୍ଟ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କୁ ଠକି ନିଆଯାଇଥିବା ଟଙ୍କା ଜମା ଓ ଟ୍ରାନ୍ସଫର କରାଯାଉଥିଲା। ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଗତ ବର୍ଷକ ମଧ୍ୟରେଏହି ଆକାଉଣ୍ଟ ମାଧ୍ୟମରେ ଠକେଇ ହୋଇଛି।

Arrest

Arrest Photograph: (OTV)

Advertisment

ପୋଲିସ ପଞ୍ଝାରେ ଠକ ମାମୁ-ଭାଣେଜୀ। ଏକ କୋଟି ଟଙ୍କା ଠକେଇ ମାମଲାରେ ଗିରଫ କଲା ବ୍ରହ୍ମପୁର ସାଇବର ପୋଲିସ। ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଠକୁଥିଲେ ମାମୁ ଭାଣେଜୀ। ମାମୁ ସତ୍ୟ ନାରାୟଣ ଦାଶ ଓ ତାଙ୍କ ଭାଣେଜୀ ଦୁହେଁ ମିଶି ତାଙ୍କର ଆତ୍ମୀୟଙ୍କ ନାମରେ ୮ଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଗୁଡିକୁ ସାଇବର ଅପରାଧୀମାନଙ୍କୁ ଦେଇଥିଲେ।

Advertisment

ଟଙ୍କା ଜମା ଓ ଟ୍ରାନ୍ସଫର କରାଯାଉଥିଲା

ଏହି ଆକାଉଣ୍ଟ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟର ନୀରିହ ଲୋକଙ୍କୁ ଠକି ନିଆଯାଇଥିବା ଟଙ୍କା ଜମା ଓ ଟ୍ରାନ୍ସଫର କରାଯାଉଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଗତ ଏକ ବର୍ଷ ଧରି ଏହି ଆକାଉଣ୍ଟ ମାଧ୍ୟମରେ ଠକେଇ ହୋଇଛି। 

ଆତ୍ମୀୟଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାସବୁକ, ATM କାର୍ଡ, ଚେକ ବୁକ ସାଇବର ଅପରାଧୀମାନଙ୍କୁ ଏମାନେ ଦେଇଥିଲେ।.....

Advertisment

 
ପୋଲିସ ପଞ୍ଝାରେ ଠକ ମାମୁ-ଭାଣେଜୀ
୧ କୋଟି ଟଙ୍କା ଠକେଇ ମାମଲାରେ ଗିରଫ
ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଠକୁଥିଲେ ମାମୁ-ଭାଣେଜୀ
ଆତ୍ମୀୟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟୁଥିଲେ
ସାଇବର ଅପରାଧୀଙ୍କୁ ଦେଉଥିଲେ ଆକାଉଣ୍ଟ ବିବରଣୀ

Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ