Advertisment

Kinnar Murder Case: କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଏନକାଉଣ୍ଟର, ପୋଲିସ ଉପରକୁ ଚଳାଇଥିଲା ଗୁଳି

କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପିପିଲି ପୋଲିସ। ଗୁରୁତର ଆହତ ଅଭିଯୁକ୍ତ ହେଲା କୋଣାର୍କ ଅଞ୍ଚଳର କ୍ରୀଷ୍ଣା କାଣ୍ଡି । ପିପିଲି ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ ଏହି ଏନକାଉଣ୍ଟର ହୋଇଛି।

Encounter

Encounter Photograph: (OTV)

Advertisment

ପିପିଲିରେ ପୋଲିସର ଏନକାଉଣ୍ଟର। କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପିପିଲି ପୋଲିସ। ଗୁରୁତର ଆହତ ଅଭିଯୁକ୍ତ ହେଲା କୋଣାର୍କ ଅଞ୍ଚଳର କ୍ରୀଷ୍ଣା କାଣ୍ଡି । ପିପିଲି ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ ଏହି ଏନକାଉଣ୍ଟର ହୋଇଛି।

Advertisment

ତାକୁ ଧରିବାକୁ ପୋଲିସ ଚେଷ୍ଟା କଲା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଅଭିଯୁକ୍ତ। ପାଲଟା ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛି କ୍ରୀଷ୍ଣା। ତାର ବାମପଟ ଆଣ୍ଠୁରେ ବାଜିଛି ଗୁଳି। ତାକୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା। ... 

Encounter Kinnar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ