Advertisment

Justice Cry for Kinnar Anjali: କିନ୍ନର ଅଞ୍ଜଳିଙ୍କ ପରିବାରକୁ ନ୍ୟାୟ ଦାବିରେ ନିରବ ଶୋଭାଯାତ୍ରା, ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି ସ୍ବତନ୍ତ୍ର ଟିମ୍

କିନ୍ନରଙ୍କୁ ହତ୍ୟା ଘଟଣାକୁ ନେଇ ଆଜି ସାଥୀ କିନ୍ନର ନିରବ ଶୋଭାଯାତ୍ରା କରିଛନ୍ତି। ଅଞ୍ଜଳିଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ଯାଏ କିନ୍ନର ସାଥୀ ହାତରେ ମଶାଲ ଧରି ଶୋଭାଯାତ୍ରା କରିଛନ୍ତି।

Justice

Justice Photograph: (OTV)

Advertisment

ଭୁବନେଶ୍ବର ଉପକଣ୍ଠରେ କିଏ ଓ କାହିଁକି ହତ୍ୟା କଲା କିନ୍ନରଙ୍କୁ ? ଆଜିକୁ ୫ ଦିନ ବିତିଗଲା ମିଳୁନି ସୁରାକ୍। ସିଫା ଅଂଚଳରେ କିନ୍ନରଙ୍କୁ ହତ୍ୟା ଘଟଣାକୁ ନେଇ ଆଜି ସାଥୀ କିନ୍ନର ନିରବ ଶୋଭାଯାତ୍ରା କରିଛନ୍ତି। ଅଞ୍ଜଳିଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ଯାଏ କିନ୍ନର ସାଥୀ ହାତରେ ମଶାଲ ଧରି ଶୋଭାଯାତ୍ରା କରିଛନ୍ତି।

Advertisment

ଅଭିଯୁକ୍ତକୁ ଗିରଫ ଦାବି

ହତ୍ୟା ଘଟଣାକୁ ୫ ଦିନ ପୂରିଥିଲେ ବି ଅଭିଯୁକ୍ତକୁ ଧରିପାରିନି ପୋଲିସ। ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି ସାଥୀ କିନ୍ନର। ସେପଟେ ପୁରୀ ଏସପିଙ୍କ ସୂଚନା ଅନୁସାରେ, କ୍ରାଇମସ୍ପଟରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି। ଏକ ସ୍ବତନ୍ତ୍ର ଟିମ୍ କରି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି ପୋଲିସ୍।...  

ଭୁବନେଶ୍ବର ଉପକଣ୍ଠ ସିଫା ଅଂଚଳରେ କିନ୍ନରଙ୍କୁ ହତ୍ୟା ଘଟଣା
ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା 
ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି ସ୍ବତନ୍ତ୍ର ଟିମ୍: ପୁରୀ ଏସପି

Advertisment
Justice Transgender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ