Advertisment

SI Recruitment Scam: ଖସିଯିବ ଶଙ୍କର ! ପୋଲିସ ଏସଆଇ ନିଯୁକ୍ତି ଘୋଟାଲାର ମାଷ୍ଟର ମାଇଣ୍ଡ

ପୋଲିସ ଏସଆଇ ନିଯୁକ୍ତି ଘୋଟାଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ। ଶଙ୍କର ପୃଷ୍ଟି, ତାଙ୍କ ପତ୍ନୀ ଦିପ୍ତୀମୟୀ ସାହୁ ଏବଂ ଅନ୍ୟ ଜଣେ ଦଲାଲ ମୁନା ମହାନ୍ତି ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି।

SI SCAM

SI SCAM Photograph: (OTV)

Advertisment

ପୋଲିସ ଏସଆଇ ନିଯୁକ୍ତି ଘୋଟାଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ। ଶଙ୍କର ପୃଷ୍ଟି, ତାଙ୍କ ପତ୍ନୀ ଦିପ୍ତୀମୟୀ ସାହୁ ଏବଂ ଅନ୍ୟ ଜଣେ ଦଲାଲ ମୁନା ମହାନ୍ତି ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି। ସେପଟେ ତଦନ୍ତକାରୀ ଟିମରୁ ପଂଝାରୁ ମୁକୁଳିବାକୁ ଶଙ୍କର ପୃଷ୍ଟି ଏବେ ଦୁବାଇରେ ଥିବା କୁହାଯାଉଛି। ସେ ନେପାଳ ଦେଇ ଦୁବାଇ ଚାଲିଯିବା ସହ ସେଠାରେ, ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି। ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲା, ସେପଟେମ୍ବର 27ରେ ସାମ୍ନାକୁ ଆସିବା ପରଠୁ ହିଁ ଶଙ୍କର ପୃଷ୍ଟି ବିଦେଶ ଚାଲିଯାଇଥିବା କୁହାଯାଉଛି।...

Advertisment

ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ
ପୋଲିସ SI ନିଯୁକ୍ତି ମହା ଘୋଟାଲା
ସ୍କାମ୍ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ
ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛି ଶଙ୍କର
ଶଙ୍କର, ପତ୍ନୀ ଦିପ୍ତିମୟୀ ଓ ଦଲାଲ ମୁନା କରିଛନ୍ତି ଆଗୁଆ ଜାମିନ୍ ଆବେଦନ
ଘଟଣା ପର୍ଦ୍ଦାଫାସ୍ ପରେ ଶଙ୍କର ପୃଷ୍ଟି ଦୁବାଇ ଚାଲିଯାଇଥିବା ଚର୍ଚ୍ଚା
ଗିରଫଦାରୀ ଏଡାଇବାକୁ ବିଦେଶରେ କରିଛି ଆତ୍ମଗୋପନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ