Sex Racket Photograph: (OTV)
Advertisment
ଖୋର୍ଦ୍ଧାରେ ସେକ୍ସ ରାକେଟ୍ ଠାବ। ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଗତ କିଛି ଦିନ ଧରି ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ।
Advertisment
ଆଜି ପୋଲିସ ଅଚାନକ ରେଡ୍ କରିଥିଲା । ସେଠାରୁ ୩ ମହିଳା ଓ ୪ ପୁରୁଷଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଉଛି । ପୋଲିସର ସ୍ପେଶାଲ ସ୍କ୍ୱାଡ ଅଚାନକ ଚଢ଼ାଉ କରିଥିଲା। ସେମାନଙ୍କୁ ଅଟକ ରଖାଯାଇଛି ।
ଖୋର୍ଦ୍ଧାରେ ସେକ୍ସ ରାକେଟ୍ ଠାବ
ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ
ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ
୩ ମହିଳା ଓ ୪ ପୁରୁଷଙ୍କୁ ଅଟକ ରଖିଲା ପୋଲିସ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/sex-racket-2026-02-12-18-11-09.jpg)