Advertisment

Self Immolation: ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ, ଶରୀରର ୯୦% ପୋଡ଼ି ଯାଇଛି

ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି। ଶରୀର ୯୦% ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି।

Self Immolation

Self Immolation Photograph: (OTV)

Advertisment

କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଜଣେ କଲେଜ ପଢୁଥିବା ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି ହୋଇଛନ୍ତି। ନିଆଁ ଲାଗି ତାଙ୍କ ଶରୀରର ୯୦% ପୋଡ଼ି ଯାଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment

ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ। କେଉଁ କାରଣରୁ ଆତ୍ମାହୁତି ଉଦ୍ୟମ କରିଛନ୍ତି, ତାହା ଚଣା ପଡିନଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖାଯାଇଛି। କେଉଁ କାରଣରୁ ଘଟିଲା ଅନୁଧ୍ୟାନ ଚାଲିଛି କହିଲେ ପଶ୍ଚିମାଞ୍ଚଳ ଡିଆଇଜି।

•    ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
•    ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
•    ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି
•    ଶରୀର ୯୦% ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି
•    ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ, ପୁରୁଷ ବନ୍ଧୁ ଅଟକ
•    କେଉଁ କାରଣରୁ ଘଟିଲା ଅନୁଧ୍ୟାନ ଚାଲିଛି କହିଲେ ପଶ୍ଚିମାଞ୍ଚଳ ଡିଆଇଜି

Advertisment
Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ