Advertisment

Rupu Singhs Remand Ends: ରୁପୁ ସିଂର ରିମାଣ୍ଡ ଶେଷ, ଜଣାପଡ଼ିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ସୁନ୍ଦରଗଡ଼ କେ. ବଲାଙ୍ଗ ଲାଣ୍ଡମାଇନ୍ ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପୁ ସିଂର ରିମାଣ୍ଡ ଶେଷ। ତାକୁ ୩ ଦିନିଆ ରିମାଣ୍ଡରେ ଆଣିଥଲା NIA। ରିମାଣ୍ଡରେ ଜଣାପଡ଼ିଥିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ମୋଟା ଅଙ୍କର ଟଙ୍କା ନେଇ ରୁପୁ ସିଂ ମାଓବାଦୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା।

SUNDARAGAH-K-BALANG

SUNDARAGAH-K-BALANG Photograph: (OTV)

Advertisment

ସୁନ୍ଦରଗଡ଼ କେ. ବଲାଙ୍ଗ ଲାଣ୍ଡମାଇନ୍ ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପୁ ସିଂର ରିମାଣ୍ଡ ଶେଷ। ତାକୁ ୩ ଦିନିଆ ରିମାଣ୍ଡରେ ଆଣିଥଲା NIA। ରିମାଣ୍ଡରେ ଜଣାପଡ଼ିଥିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ମୋଟା ଅଙ୍କର ଟଙ୍କା ନେଇ ରୁପୁ ସିଂ ମାଓବାଦୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା। ୨୦୨୫ ଅଗଷ୍ଟ ୩ରେ ଲ୍ୟାଣ୍ଡମାଇନ୍ ଲଗାଇ ରେଲୱେ ଟ୍ରାକକୁ ମାଓବାଦୀମାନେ ଉଡାଇ ଦେଇଥିଲେ। ଏହି ମାମଲାରେ  ସେପ୍ଟେମ୍ବର ୯ ତାରିଖରେ ଅଭିଯୁକ୍ତ ତଥା ମାଓ ଇଂଫର୍ମର ଭାବେ ଗିରଫ ହୋଇଥିଲା ରୁପୁ ସିଂ। ଏହି ମାମଲାରେ ଏବେ ଝାଡ଼ଖଣ୍ଡରେ ଡେରା ପକାଇଛି NIAର ଗୋଟିଏ ଟିମ୍। ଜଣେ ମାଓନେତାଙ୍କ ସହ ଅନ୍ୟ ୭ ଜଣଙ୍କ ସନ୍ଧାନ ପାଇଛି NIA ଟିମ୍। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି NIA ପକ୍ଷରୁ ସୂଚନା ମିଳିଛି। ... 

Advertisment

ରୁପୁ ସିଂର ରିମାଣ୍ଡ ଶେଷ
କେ. ବଲାଙ୍ଗ ବିସ୍ଫୋରଣ ମାମଲା, ରୁପୁ ସିଂର ରିମାଣ୍ଡ ଶେଷ
୩ ଦିନିଆ ରିମାଣ୍ଡରେ ଆଣିଥଲା NIA
ରିମାଣ୍ଡରେ ଜଣାପଡ଼ିଥିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ 
ଟଙ୍କା ନେଇ ମାଓବାଦୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା ରୁପୁ ସିଂ
ସେପ୍ଟେମ୍ବର ୯ ତାରିଖରେ ଗିରଫ ହୋଇଥିଲା ରୁପୁ ସିଂ
ଏବେ ଝାଡ଼ଖଣ୍ଡରେ ଡେରା ପକାଇଛି NIAର ଗୋଟିଏ ଟିମ୍
ଜଣେ ମାଓନେତାଙ୍କ ସହ ଅନ୍ୟ ୭ ଜଣଙ୍କ ସନ୍ଧାନରେ NIA ଟିମ୍
ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି NIAର ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ