Advertisment

Crime Shocks Puri: ପୁରୀ କଲେଜ ଛକ ନିକଟରେ ହତ୍ୟା ଘଟଣା, ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ପୁରୀ ଟାଉନ ଥାନା କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଅଟକ। ଅଟକ ଅଭିଯୁକ୍ତ ଗୁନ ଓରଫ ଅଜିତ ମହାପାତ୍ରଙ୍କୁ ପୋଲିସ ପଚରାଉଚାର କରୁଛି। ନୀଳଗିରି ଅଞ୍ଚଳରୁ ତାକୁ ଧରି ପୋଲିସ ପଚରା ଉଚରା କରୁଛି।

PURI_MURDER

PURI_MURDER Photograph: (OTV)

Advertisment

ପୁରୀ ଟାଉନ ଥାନା କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଅଟକ। ଅଟକ ଅଭିଯୁକ୍ତ ଗୁନ ଓରଫ ଅଜିତ ମହାପାତ୍ରଙ୍କୁ ପୋଲିସ ପଚରାଉଚାର କରୁଛି । ବାଲେଶ୍ବର ନୀଳଗିରି ଅଞ୍ଚଳରୁ ତାକୁ ଧରି ପୋଲିସ ପଚରା ଉଚରା କରୁଛି।

Advertisment

କଲେଜ ଛକର ଏକ ହୋଟେଲରେ ଗତ ଏକ ମାସ ଧରି ହେଲପର ଭାବେ ଟୁକୁ କାମ କରୁଥିଲେ। ସେ ଜଳେଶ୍ୱର ଅଞ୍ଚଳର । ମୃତ ଟୁକୁଙ୍କ ପେଟ ଓ ଅନ୍ୟାନ୍ୟ ଜାଗାରେ ଆଘାତ ଲାଗିଥିବା ଜଣାପଡିଥିଲା । 

 ପୁରୀ ହତ୍ୟାକାଣ୍ଡ: ଅଭିଯୁକ୍ତ ଅଟକ

ପୁରୀ କଲେଜ ଛକ ନିକଟରେ ହତ୍ୟା ଘଟଣା
ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
ବାଲେଶ୍ବର ଅଞ୍ଚଳରୁ ଅଭିଯୁକ୍ତକୁ ଧରିଛି ପୋଲିସ

Advertisment
Murder Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ