Advertisment

Police Search for Cat Killer: ବିଲେଇକୁ ହତ୍ୟା, ତଦନ୍ତ କରୁଛି ପୋଲିସ

ମରିଗଲା ମାନବିକତା, ବଳି ପଡିଲା ବିଲେଇ। ଦୁଇ ଜଣଙ୍କ କଳିରୁ ବିଲେଇକୁ ହତ୍ୟା। ଶୀତ ଦିନରେ ଥଣ୍ଡା ପାଣି ଢ଼ାଳି ବିଲେଇକୁ ହତ୍ୟା। ଅଭିଯୋଗ ପରେ ତଦନ୍ତ କରୁଛି ସହିଦ ନଗର ଥାନା ପୋଲିସ

CAT MURDER CASE

CAT MURDER CASE Photograph: (OTV)

Advertisment

ମରିଗଲା ମାନବିକତା, ବଳି ପଡିଲା ବିଲେଇI ଦୁଇ ଜଣଙ୍କ କଳିରୁ ବିଲେଇକୁ ହତ୍ୟା। ଶୀତ ଦିନରେ ଥଣ୍ଡା ପାଣି ଢ଼ାଳି ବିଲେଇକୁ ମାରି ଦେଇଛି ନିଷ୍ଠୁର ମଣିଷ। ଏଭଳି ଅଭିଯୋଗ ଆଣିଛନ୍ତି ପଶୁ ପ୍ରେମୀ। ଶୀତ ରାତିରେ ବିଲେଇ ଉପରେ ଥଣ୍ଡା ପାଣି ଢ଼ାଳି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉଠିଛି ସହିଦ ନଗର ପ୍ରାଣୀ ଚିକିତ୍ସାଳୟ ଆନିମଲ ହେଲ୍ପଲାଇନ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୁଦ୍ଧରେ। 

Advertisment

ପ୍ରଭୁ କଲ୍ୟାଣୀ ତ୍ରୀପାଠି ଆଗରୁ ଏଭଳି ଅନେକ ପଶୁଙ୍କ ଜୀବନ ନେଇଥିବାର ବି ଅଭିଯୋଗ ରହିଛି। ଅଭିଯୋଗ ପରେ ସହିଦ ନଗର ପୋଲିସ ଗୁରୁତ୍ୱର ସହିତ ନେଇ ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ସହିଦ ନଗର ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି I ସହିଦ ନଗର ପୋଲିସ OUAT ପ୍ରାଣୀ ଚିକିତ୍ସାଳୟରେ ବିଲେଇର ପୋଷ୍ଟମର୍ଟମ କରିଛି।

•    ମରିଗଲା ମାନବିକତା, ବଳି ପଡିଲା ବିଲେଇ 
•    ଦୁଇ ଜଣଙ୍କ କଳିରୁ ବିଲେଇକୁ ହତ୍ୟା
•    ଶୀତ ଦିନରେ ଥଣ୍ଡା ପାଣି ଢ଼ାଳି ବିଲେଇକୁ ହତ୍ୟା 
•    ଏଭଳି ଅଭିଯୋଗ ଆଣିଛନ୍ତି ପଶୁ ପ୍ରେମୀ
•    ଅଭିଯୋଗ ପରେ ତଦନ୍ତ କରୁଛି ସହିଦ ନଗର ଥାନା ପୋଲିସ

Advertisment
Murder Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ