Advertisment

Transgender Killing: କିନ୍ନରଙ୍କୁ ହତ୍ୟା ଘଟଣାର ତନାଘନା କରୁଛି ପୋଲିସ, ଚାଲିଛି CCTV ଯାଞ୍ଚ

ଭୁବନେଶ୍ବର ଉପକଣ୍ଠ ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣା। କିନ୍ନର ଅଂଜଳି ଓରଫ ସୋନା ହତ୍ୟା ମାମଲାର ତନାଘନା କରୁଛି ପୋଲିସ।  ହତ୍ୟାକାଣ୍ଡରେ ୨ରୁ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ।

Murder

Murder Photograph: (OTV)

Advertisment

ଭୁବନେଶ୍ବର ଉପକଣ୍ଠ ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣା। କିନ୍ନର ଅଂଜଳି ଓରଫ ସୋନା ହତ୍ୟା ମାମଲାର ତନାଘନା କରୁଛି ପୋଲିସ।  ହତ୍ୟାକାଣ୍ଡରେ ୨ରୁ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ।  ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ୧୦ ରୁ ଅଧିକ ଲୋକଙ୍କୁ ଜେରା କରିସାରିଲାଣି ପିପିଲି ଥାନା ପୋଲିସ।

Advertisment

ବିଭିନ୍ନ ସ୍ଥାନରେ ଲାଗିଥିବା CCTV ଯାଞ୍ଚ ଚାଲିଥିବା ବେଳେ ଆଜି ଉତ୍ତରା ଛକରୁ ଭୁବନେଶ୍ବର ଓ ପୁରୀ ପର୍ଯ୍ୟନ୍ତ ଲାଗିଥିବା ସମସ୍ତ CCTV ଯାଂଚ କରୁଛି ପୋଲିସ। ୨ଟି ଦିଗକୁ ନେଇ ପୋଲିସ ସନ୍ଦେହ କରିବା ସହ ତଦନ୍ତ ଚଳାଇଛି। ପ୍ରଥମତଃ ଲୁଟପାଟ ପାଇଁ ହତ୍ୟାକାଣ୍ଡ ଅନ୍ୟଟି କିନ୍ନର ସମ୍ପ୍ରଦାୟର ମଧ୍ୟରେ କୌଣସି ବିବାଦ ପାଇଁ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ।

ତେବେ ହତ୍ୟାକାଣ୍ଡକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି।....

'ହତ୍ୟାକାଣ୍ଡରେ ଏକାଧିକ ସମ୍ପୃକ୍ତ'

ଭୁବନେଶ୍ବର ଉପକଣ୍ଠରେ କିନ୍ନରଙ୍କୁ ହତ୍ୟା ଘଟଣା
ହତ୍ୟା ଘଟଣାର ତନାଘନା କରୁଛି ପୋଲିସ 
ହତ୍ୟାକାଣ୍ଡରେ ୨ରୁ ଅଧିକ ସମ୍ପୃକ୍ତ ସନ୍ଦେହ 
ସନ୍ଦେହରେ ୧୦ରୁ ଅଧିକ ଲୋକଙ୍କୁ ସରିଲାଣି ଜେରା
ବିଭିନ୍ନ ସ୍ଥାନରେ ଲାଗିଥିବା CCTV ଯାଞ୍ଚ ଚାଲିଛି 
ଉତ୍ତରା ଛକରୁ ଭୁବନେଶ୍ବର ଓ ପୁରୀ ପର୍ଯ୍ୟନ୍ତ CCTV ଯାଞ୍ଚ
୨ଟି ଦିଗକୁ ନେଇ ଚାଲିଛି ତନାଘନା 
ଲୁଟ୍ କିମ୍ବା କିନ୍ନରଙ୍କ ମଧ୍ୟରେ ବିବାଦରୁ ହତ୍ୟା ସନ୍ଦେହ 

Advertisment

Murder Transgender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ