Advertisment

Chartered Accountant Arrested: ୩୨୫ କୋଟି ଖାଇଗଲେ ଚାର୍ଟାଡ ଆକାଉଣ୍ଟାଣ୍ଟ , ଜିଏସଟି ଫାଙ୍କିବା ପାଇଁ କାମ କରୁଥିଲା ରାକେଟ୍

GST ଫାଙ୍କିବା ଅଭିଯୋଗରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଗିରଫ। ମୁମ୍ବାଇରୁ CA ନୀଲେଶ ଯୋଗେଶ ଜିଗିଓ୍ବାଲାଙ୍କୁ ଗିରଫ କରିଛି GST ଇଣ୍ଟେଲିଜେନ୍ସ ଡିଭିଜନ୍। ୩୨୫ କୋଟି ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଛି।

GST

GST Photograph: (OTV)

Advertisment

GST ଫାଙ୍କିବା ଅଭିଯୋଗରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଗିରଫ। ମୁମ୍ବାଇରୁ CA ନୀଲେଶ ଯୋଗେଶ ଜିଗିଓ୍ବାଲାଙ୍କୁ ଗିରଫ କରିଛି GST ଇଣ୍ଟେଲିଜେନ୍ସ ଡିଭିଜନ୍। ୩୨୫ କୋଟି ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଛି।

Advertisment

ଜିଏସଟି ଫାଙ୍କିବା ପାଇଁ ଏକ ରାକେଟ୍ ଅପରେଟ କରୁଥିଲେ। ଛୋଟ ଛୋଟ ଜିଏସଟି ନମ୍ବର ପାଇଥିବା ବ୍ୟବସାୟୀଙ୍କ ଜିଏସଟି ନମ୍ବର ଜରିଆରେ ବଡ ସଂସ୍ଥାର ଜିଏସଟି ଇନପୁଟ ସବ୍ସିଡି ହାତେଇବା ପାଇଁ ସହଯୋଗ କରୁଥିଲେ। ୧୦୫ଟି ବଡ଼ ସଂସ୍ଥାର ଜିଏସଟି ଫ୍ରଡ୍ ଅଭିଯୋଗ ପରେ ସେ ଧରାପଡ଼ିଛନ୍ତି। ମୁମ୍ବାଇ ବାସଭବନରୁ ଗିରଫ କରି ଭୁବନେଶ୍ୱର ଆଣି କୋର୍ଟ ଚାଲାଣ କରିଛି ଜିଏସଟି ଇଣ୍ଟେଲିଜେନ୍ସ ଡିଭିଜନ୍। 

GST ଫାଙ୍କିବା ଅଭିଯୋଗରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଗିରଫ 
ମୁମ୍ବାଇରୁ CA ନୀଲେଶ ଯୋଗେଶ ଜିଗିଓ୍ବାଲା ଗିରଫ 
୩୨୫ କୋଟି ଟଙ୍କାର ଜିଏସଟି ଫାଙ୍କିଥିଲେ 
ଜିଏସଟି ଫାଙ୍କିବା ପାଇଁ କାମ କରୁଥିଲା ରାକେଟ୍ 
ଛୋଟ ସଂସ୍ଥା ଜରିଆରେ ବଡ଼ ସଂସ୍ଥାର ଟ୍ରାଜକସନ୍ ହେଉଥିଲା 
GST ସବସିଡ଼ି ହାତେଇବାକୁ ହୋଇଥିଲା ପ୍ଲାନିଂ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ