Attack Photograph: (OTV)
ଘରେ ପଶି ଖଣ୍ଡାରେ ହାଣିଲେ। ରାତି ଅଧରେ ଗାଁରେ ଆତଙ୍କରାଜ୍। ଗଞ୍ଜାମ ଦିଗପହଣ୍ଡି ବ୍ଲକ କାଣ୍ଡସ୍ବର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୁମୁଳକାଣ୍ଡ।
ମାଆ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ଆକ୍ରମଣ କରିଛି ଯୁବକ। ଆକ୍ରମଣ କରିଥିବା ଯୁବକ ପଡୋଶୀ ଗାଁର ବୋଲି ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ୩ ଜଣ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।
ଘରେ ପଶି ଖଣ୍ଡାରେ ହାଣିଲେ
ରାତି ଅଧରେ ଗାଁରେ ଆତଙ୍କରାଜ୍
ଗଞ୍ଜାମ ଦିଗପହଣ୍ଡି ବ୍ଲକର ଘଟଣା
ମାଆ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ଆକ୍ରମଣ କଲା ଯୁବକ
ପୂର୍ବ ଶତ୍ରୁତାରୁ ଆକ୍ରମଣ ସୂଚନା
ଗୁରୁତର ଅବସ୍ଥାରେ ୩ ଜଣ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/18/attack-2026-01-18-12-49-15.jpg)