Dacoity Photograph: (OTV)
ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି ହୋଇଛି । ତେଲକୋଇ ବାଂଶପାଳ ଶୁଆକାଟି ଫାଣ୍ଡି ବାୟାପଣ୍ଡାଧର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଘରେ ପଶି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟ କରିଛନ୍ତି ଦୁର୍ବୃତ୍ତ ।
ପାଣି ମାଗିବା ବାହାନାରେ ୮ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଘରେ କଳାକନା ବୁଲାଇଲେ । ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ସହ ୧୧ ଲକ୍ଷର ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଛାନଭିନ ଆରମ୍ଭ କରିଛି ।
ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି
ଘରେ ପଶି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଡକାୟତି
ବାଂଶପାଳ ଶୁଆକାଟି ଫାଣ୍ଡି ବାୟାପଣ୍ଡାଧର ଗାଁରେ ସଶସ୍ତ୍ର ଡକାୟତି
୬ ଲକ୍ଷ ୮୦ ହଜାର ଟଙ୍କା ସହ ୧୧ ଲକ୍ଷର ସୁନା ଗହଣା ଲୁଟ୍ ଅଭିଯୋଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/dacoity-2026-02-02-11-35-48.jpg)