Advertisment

Man Beaten to Death: ଜ୍ୱାଇଁକୁ ପିଟି ପିଟି ହତ୍ୟା, ବଚସା ପରେ ଶ୍ୱଶୁର ଘର ଲୋକେ ମାରିଦେଲେ

ବଲାଙ୍ଗୀର ସହର ଭିତରେ ଚାଞ୍ଚଲ୍ୟ। ଗତକାଲି ରାତି ପ୍ରାୟ ୧୦ଟାରେ ତୁଳସୀନଗରପଡାରେ ହତ୍ୟାକାଣ୍ଡ। ଜ୍ୱାଇଁକୁ ପିଟିପିଟି ଶ୍ୱଶୁର ଘର ଲୋକ ମାରିଦେଇଥିବା ଅଭିଯୋଗ ହୋଇଛି।

Beaten to Death

Beaten to Death Photograph: (OTV)

Advertisment

ବଲାଙ୍ଗୀର ସହର ଭିତରେ ଚାଞ୍ଚଲ୍ୟ। ଗତକାଲି ରାତି ପ୍ରାୟ ୧୦ଟାରେ ତୁଳସୀନଗରପଡାରେ ହତ୍ୟାକାଣ୍ଡ। ଜ୍ୱାଇଁକୁ ପିଟିପିଟି ଶ୍ୱଶୁର ଘର ଲୋକ ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଯଦୁମଣି ବଗର୍ତ୍ତୀ। ସେ କିଛି ଦିନ ହେବ ଶ୍ୱଶୁର ଘରେ ରହୁଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଯଦୁମଣି ଶାଳକଙ୍କ ପୁଅ ସହିତ ବଚସା ହୋଇଥିଲା। ଆଉ ତାପରେ କୋଦାଳରେ ପିଟି ପିଟି ଯଦୁମଣିକୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ଜଣାପଡ଼ିନାହିଁ। ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଜ୍ୱାଇଁକୁ ପିଟି ପିଟି ହତ୍ୟା !
ଜ୍ୱାଇଁକୁ କୋଦାଳରେ ପିଟି ମାରିଦେଲେ
ବଲାଙ୍ଗୀର ତୁଳସୀ ନଗରପଡ଼ାରେ ଘଟଣା
ବଚସା ପରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ
କିଛି ଦିନ ହେବ ସେ ଘର ଛାଡ଼ି ଶ୍ୱଶୁର ଘରେ ରହି ଆସୁଥିଲେ

Advertisment
Bolangir Man Beaten To Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ