Advertisment

Tragedy Over ₹30: ମାତ୍ର ୩୦ ଟଙ୍କା ପାଇଁ କିନ୍ନର ଅଞ୍ଜଳିଙ୍କୁ କରାଯାଇଛି ହତ୍ୟା, ଆଉ ଜଣେ ଅଭିଯୁକ୍ତ ଗିରଫ

୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କରିଛି ପୋଲିସ । ରାମଚଣ୍ଡୀ ଅଞ୍ଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ ପୋଲିସ ତାକୁ କାବୁ କରିଛି। ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ ।

Arrest

Arrest Photograph: (OTV)

Advertisment

ପିପିଲି ସିଫା ନିକଟରେ କିନ୍ନର ଅଞ୍ଜଳିଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କରିଛି ପୋଲିସ । ରାମଚଣ୍ଡୀ ଅଞ୍ଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ ପୋଲିସ ତାକୁ କାବୁ କରିଛି। ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ ।

Advertisment

ପୂର୍ବରୁ କୃଷ୍ଣ କାଣ୍ଡି, ସୁନୀଲ କାଣ୍ଡି ଗିରଫ ହୋଇଛନ୍ତି l ତୃତୀୟ ଅଭିଯୁକ୍ତ କୋଣାର୍କ ଅଞ୍ଚଳର ଛବିନ କାଣ୍ଡିକୁ ରାମଚଣ୍ଡୀ ଥାନା ଅଞ୍ଚଳରୁ ଗତକାଲି ରାତିରେ ଏକ ଜଙ୍ଗଲରୁ ଗିରଫ କରିଛି l ତେବେ ଏହି ହତ୍ୟାକାଣ୍ଡ ମାତ୍ର ୩୦ ଟଙ୍କା ପାଇଁ ହୋଇଥିବା ଜଣାପଡିଛି l କିନ୍ନର ଅଞ୍ଜଳି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିଛି l

  ମୁଖ୍ୟ ଅଭିଯୁକ୍ତ ଗିରଫ

ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ
୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କଲା ପୋଲିସ
ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ କାବୁ
ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ

Advertisment
Kinner Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ