Advertisment

Hindu Youth Brutally Murdered: ଭୋଟ୍ ଆଗରୁ ହିନ୍ଦୁଙ୍କୁ ହତ୍ୟା, ହାତ-ଗୋଡ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ

ବାଂଲାଦେଶରେ ଭୋଟ୍ ଆଗରୁ ପୁଣି ହିନ୍ଦୁ ରକ୍ତରେ ହୋଲି ଖେଳିଲେ ଦୁର୍ବୃତ୍ତ। ମୌଲଭି ବଜାର ଅଞ୍ଚଳରେ ହିନ୍ଦୁ ଯୁବକ ରତନ ସାହୁକାରଙ୍କୁ ନିର୍ମମ ହତ୍ୟା କରାଯାଇଛି। ସେ ଚା' ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

BANGLADESH HINDU

BANGLADESH HINDU Photograph: (OTV)

Advertisment

ବାଂଲାଦେଶରେ ଭୋଟ୍ ଆଗରୁ ପୁଣି ହିନ୍ଦୁ ରକ୍ତରେ ହୋଲି ଖେଳିଲେ ଦୁର୍ବୃତ୍ତ। ମୌଲଭି ବଜାର ଅଞ୍ଚଳରେ ହିନ୍ଦୁ ଯୁବକ ରତନ ସାହୁକାରଙ୍କୁ ନିର୍ମମ ହତ୍ୟା କରାଯାଇଛି ।

Advertisment

ରତନ ସାହୁକାର ଚା' ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ । ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ଚମ୍ପାର ଅଞ୍ଚଳର ଚା' ବଗିଚାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ହାତଗୋଡ଼ ବାନ୍ଧି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି। ଗତ ଡିସେମ୍ବରରୁ ଏହାରି ଭିତରେ ୧୭ ଜଣ ହିନ୍ଦୁଙ୍କୁ ବାଂଲାଦେଶରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। 

Advertisment
Bangladesh Election Hindu Youth Murdered Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ