Advertisment

Al-Qaeda Links: ଅବଦୁର ରେହମାନର ଜାମିନ ଖାରଜ , ଅଲକାଏଦା ଲିଙ୍କରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ

ଉଗ୍ରବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅବଦୁର ରେହମାନର ଜାମିନ ଆବେଦନ ଖାରଜ। ଅବଦୁରର ଜାମିନ ଖାରଜ କରିଛନ୍ତି ହାଇକୋର୍ଟ। କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ଅବଦୁର ରେହେମାନ।

ABDUR-REHMAN

ABDUR-REHMAN Photograph: (OTV)

Advertisment

ଉଗ୍ରବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅବଦୁର ରେହମାନର ଜାମିନ ଆବେଦନ ଖାରଜ। ଅବଦୁରର ଜାମିନ ଖାରଜ କରିଛନ୍ତି ହାଇକୋର୍ଟ। କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ଅବଦୁର ରେହେମାନ। ୨୦୧୫ ମସିହା ଡିସେମ୍ବର ମାସରୁ ଗିରଫ ହୋଇ ଜେଲରେ ଅବଦୁର। ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ଲିଙ୍କ ଅଭିଯୋଗରେ ଅବଦୁରକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। 

Advertisment

ଅବଦୁର ରେହମାନର ଜାମିନ ଖାରଜ
ଅବଦୁର ରେହମାନର ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ
ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଜାମିନ ଖାରଜ 
କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ଅବଦୁର 
୨୦୧୫ ଡିସେମ୍ବରରୁ ଗିରଫ ହୋଇ ଜେଲରେ ଅଛି ଅବଦୁର
ଅଲକାଏଦା ଲିଙ୍କରେ ଅବଦୁରକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ