Advertisment

Suspicious Death: ଘରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର l ଖବର ପାଇ ଘଟଣାସ୍ଥଳରେ ବରଗଡ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରାତିରେ ଶୋଇଥିବା ବେଳେ କେମିତି ଜଳିଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ l

Death

Death Photograph: (OTV)

Advertisment

ବରଗଡ ହାଟପଦା ପଡା ସ୍ଥିତ ଉମା ଟକିଜ ପାଖରେ ଥିବା ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର l ମୃତକ ହେଉଛନ୍ତି 60 ବର୍ଷୀୟ ଦ୍ରୌପଦୀ ମହାପାତ୍ର ବୋଲି ଜଣାପଡିଛି l ଖବର ପାଇ ଘଟଣାସ୍ଥଳରେ ବରଗଡ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରାତିରେ ଶୋଇଥିବା ବେଳେ କେମିତି ଜଳିଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ l ତେବେ ଏନେଇ ମୃତକଙ୍କ ପରିବାର ଓ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l  ତେବେ ତାଙ୍କୁ କେହି ହତ୍ୟା କରି ଜାଳି ଦେଇଥିବା ସନ୍ଦେହ କରାଯାଉଛି । ... 

Advertisment

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ବରଗଡ଼ରେ ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ
ଉମା ଟକିଜ୍ ନିକଟସ୍ଥ ଏକ ଘରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସର ତଦନ୍ତ

Death Half-burnt Body Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ