Advertisment

Gunpoint Robbery: ମୁଖା ପିନ୍ଧି ଆସିଲେ , ବନ୍ଧୁକ ଦେଖାଇ ଲୁଟିନେଲେ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଅଂଚଳରେ ବିଳମ୍ବିତ ରାତିରେ ପ୍ରାୟ ୫ରୁ ୬ଜଣ ମୁଖା ପିନ୍ଧା ଡକାୟତ ଏହି ଲୁଟ କରିଥିବା ସୂଚନା ମିଳିଛି ।

Loot

Loot Photograph: (OTV)

Advertisment

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଅଂଚଳରେ ବିଳମ୍ବିତ ରାତିରେ ପ୍ରାୟ ୫ରୁ ୬ଜଣ ମୁଖା ପିନ୍ଧା ଡକାୟତ ଏହି ଲୁଟ କରିଥିବା ସୂଚନା ମିଳିଛି । ବରସୁଆଁରେ ଥିବା ଏକ ଟ୍ରାନ୍ସପୋର୍ଟ ଅଫିସରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମାଡମାରି ବା ସହିତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଲହୁଣୀପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ 
ସୁନ୍ଦରଗଡ଼ ବରସୁଆଁ ଅଂଚଳରେ ବିଳମ୍ବିତ ରାତିରେ ଲୁଟ୍
୫ରୁ ୬ଜଣ ମୁଖା ପିନ୍ଧା ଡକାୟତ ଲୁଟ କରିଥିବା ସୂଚନା 
ଟ୍ରାନ୍ସପୋର୍ଟ ଅଫିସରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍
ଘଟଣାର ତଦନ୍ତ କରୁଛି ଲହୁଣୀପଡା ପୋଲିସ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ