Advertisment

Massive Crackdown: ୯ ହଜାର ବୋତଲ କଫ୍ ସିରପ୍ ଜବତ, ଫିଲ୍ମ ଷ୍ଟାଇଲରେ ପିଛା କରି ଧରିଲା ପୋଲିସ

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପିକଅପ୍ ଓ ଏକ କାରରୁ ୯ ହଜାର ବୋତଲ କଫ ସିରଫ ଜବତ କରିଛି ପୋଲିସ । କଫ ସିରଫ ମାଫିଆ କୁହାଯାଉଥିବା ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁକୁ ଗିରଫ କରିଛି ପୋଲିସ ।

Cough Syrup

Cough Syrup Photograph: (OTV)

Advertisment

ବିପୁଳ ପରିମାଣର କଫ ସିରଫ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ୩ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ୨ଟି ଗାଡି ମଧ୍ୟ ଜବତ ହୋଇଛି I ଆଜି ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଫିଲ୍ମ ଷ୍ଟାଇଲରେ ପିଛା କରିଥିଲା ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ I

Advertisment

ରାମପୁର ଥାନା ସାହାଜବାହାଲ ଗାଁ ନିକଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପିକଅପ୍ ଓ ଏକ କାରରୁ ୯ ହଜାର ବୋତଲ କଫ ସିରଫ ଜବତ କରିଛି ପୋଲିସ । କଫ ସିରଫ ମାଫିଆ କୁହାଯାଉଥିବା ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁକୁ ଗିରଫ କରିଛି ପୋଲିସ । ଗାଡି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ରାମପୁର ପୋଲିସ I

 ବିପୁଳ କଫ୍ ସିରପ୍ ଜବତ, ଜଣେ ଗିରଫ

୯ ହଜାର ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ
ସୁବର୍ଣ୍ଣପୁର ରାମପୁର ସାହଜବାହଲ ଖେଳପଡ଼ିଆରୁ ଜବତ
ଗୋଟିଏ ପିକଅପ୍ ଭ୍ୟାନ୍ ସହ କାର୍ ଜବତ, ୩ ଫେରାର୍
ଫିଲ୍ମ ଷ୍ଟାଇଲରେ ପିଛା କରି ଧରିଲା ପୋଲିସ

Advertisment
Cough Syrup Seized Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ