Advertisment

Dismembered Body Found: ରାସ୍ତାରେ ପଡ଼ିଛି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ, ପରିଚୟ ଅସ୍ପଷ୍ଟ

ରାସ୍ତା ଉପରେ ପଡ଼ିଛି ଖଣ୍ଡବିଖଣ୍ଡିତ ମୃତଦେହ। ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ନୟାଗଡ଼ ନୂଆଗାଁ ଥାନା ସୋରଡ଼ା ଛକ ନିକଟରେ ଘଟିଛି ଏଭଳି କିଛି ଘଟଣା।

Dismembered Body Found

Dismembered Body Found Photograph: (OTV)

Advertisment

ରାସ୍ତା ଉପରେ ପଡ଼ିଛି ଖଣ୍ଡବିଖଣ୍ଡିତ ମୃତଦେହ। ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ନୟାଗଡ଼ ନୂଆଗାଁ ଥାନା ସୋରଡ଼ା ଛକ ନିକଟରେ ଘଟିଛି ଏଭଳି କିଛି ଘଟଣା। ରାସ୍ତା ଉପରେ ପଡ଼ି ରହିଛି ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ସ୍ଥାନୀୟ ଲୋକଙ୍କ କହିବା କଥା ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିଥାଇପାରେ। 

Advertisment

ଅଜଣା ଗାଡ଼ି ଧକ୍କା ଦେବା ସହ ଚାପି ଦେଇ ଚାଲି ଯାଇଛି। ଯାହା ଫଳରେ ରାସ୍ତା ଉପରେ ପଡ଼ିରହିଛି ଯୁବକ ଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ଯୁବକ ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ନୂଆଗାଁ ଥାନା ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ