Advertisment

Dinesh’s Wife Blames Woman: ଦିନେଶ ପତ୍ନୀଙ୍କ ପ୍ରତିକ୍ରିୟା, ‘ମୋ ସ୍ବାମୀକୁ ସେଇ ଝିଅ ଖରାପ କରିଛି’

ହତ୍ୟା ପାଇଁ ଲିଜା ଦାୟୀ। ଦିନେଶକୁ ଗିରଫ କରିବା ପରେ ସାମ୍ନାକୁ ଆସିଲା ଦିନେଶ ପତ୍ନୀଙ୍କ ପ୍ରତିକ୍ରିୟା। ମୋ ସ୍ବାମୀକୁ ସେଇ ଝିଅ ଖରାପ କରିଛି। ଲିଜା ସହ ସମ୍ପର୍କ ପରେ ଧିରେ ଧିରେ ଖରାପ ହୋଇ ଯାଇଥିଲେ ଦିନେଶ ବୋଲି ତାଙ୍କ ପତ୍ନୀ।

Reaction

Reaction Photograph: (OTV)

Advertisment

ହତ୍ୟା ପାଇଁ ଲିଜା ଦାୟୀ। ଦିନେଶକୁ ଗିରଫ କରିବା ପରେ ସାମ୍ନାକୁ ଆସିଲା ଦିନେଶ ପତ୍ନୀଙ୍କ ପ୍ରତିକ୍ରିୟା। ମୋ ସ୍ବାମୀକୁ ସେଇ ଝିଅ ଖରାପ କରିଛି। ଲିଜା ସହ ସମ୍ପର୍କ ପରେ ଧିରେ ଧିରେ ଖରାପ ହୋଇ ଯାଇଥିଲେ ଦିନେଶ ବୋଲି କହିଛନ୍ତି ତାଙ୍କ ପତ୍ନୀ।

Advertisment

ଏପରିକି ଲମ୍ବା ସମୟ ଧରି ଘରକୁ ଆସୁନଥିଲେ, ଭୁବନେଶ୍ବରରେ ହିଁ ରହୁଥିଲେ ବୋଲି କହିଛନ୍ତି। ୧୦ ବର୍ଷ ତଳେ ଦିନେଶଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ଏତେ ବଡ଼ ଅଘଟଣ ପରେ ଏବେ ମାଆ ଝିଅ ଏକା ପଡ଼ିଗଲୁ ବୋଲି ସେ ଦୁଃଖରେ କହିଛନ୍ତି। 

ହତ୍ୟା ପାଇଁ ଲିଜା ଦାୟୀ: ଦିନେଶର ପତ୍ନୀ

ସାମ୍ନାକୁ ଆସିଲା ଦିନେଶ ପତ୍ନୀଙ୍କ ପ୍ରତିକ୍ରିୟା 
‘ମୋ ସ୍ବାମୀକୁ ସେଇ ଝିଅ ଖରାପ କରିଛି’
‘ଲିଜା ସହ ସମ୍ପର୍କ ପରେ ଖରାପ ହେଇଥିଲେ’
‘ଘରକୁ ଆସୁନଥିଲେ, ଭୁବନେଶ୍ବରରେ ରହୁଥିଲେ’
‘ଏବେ ମାଆ ଝିଅ ଏକା ପଡ଼ିଗଲୁ’
‘୧୦ ବର୍ଷ ତଳେ ଦିନେଶଙ୍କୁ ପ୍ରେମ ବିବାହ କରିଥିଲି’

Advertisment

Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ