Advertisment

Fugitive Prisoner from Choudwar Captured; ଚୌଦ୍ବାରରୁ ଚମ୍ପଟ୍  କଏଦୀ ଗିରଫ, ଉତ୍ତର ପ୍ରଦେଶରୁ ଜଣକୁ ଗିରଫ କଲା ଓଡ଼ିଶା ପୋଲିସ

ଚୌଦ୍ବାର ଜେଲ୍ ରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ। ଉତ୍ତର ପ୍ରଦେଶରୁ ଜଣଙ୍କୁ ଗିରଫ କଲା ଓଡ଼ିଶା ପୋଲିସ। କୁଖ୍ୟାତ ମଧୁକାନ୍ତ ରାଣାକୁ ଗିରଫ ଗିରଫ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Arrest

Arrest Photograph: (OTV)

Advertisment

ଚୌଦ୍ବାର ଜେଲରୁ ଚମ୍ପଟ୍ କଏଦୀ ଗିରଫ। ଚୌଦ୍ବାର ଜେଲ୍ ରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ। ଉତ୍ତର ପ୍ରଦେଶରୁ ଜଣଙ୍କୁ ଗିରଫ କଲା ଓଡ଼ିଶା ପୋଲିସ। କୁଖ୍ୟାତ ମଧୁକାନ୍ତ ରାଣାକୁ ଗିରଫ ଗିରଫ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି।

Advertisment

ଆଉ ଜଣ ଫେରାର ଥିବା କଏଦୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ...

ଚୌଦ୍ବାରରୁ ଚମ୍ପଟ୍  କଏଦୀ ଗିରଫ

ଚୌଦ୍ବାର ଜେଲ୍ ରୁ ଚମ୍ପଟ୍  ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ
ଉତ୍ତର ପ୍ରଦେଶରୁ ଜଣକୁ ଗିରଫ କଲା ଓଡ଼ିଶା ପୋଲିସ
ଗିରଫ ନେଇ ପୋଲିସ ଡିଜିଙ୍କ ସୂଚନା 
ଆଉ ଜଣ ଫେରାର ଥିବା କଏଦୀଙ୍କୁ ଧରିବାକୁ ଉଦ୍ୟମ ଜାରି 

Arrest Accused
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ