Advertisment

Brutal Murder: ପଥରରେ ଛେଚି ହତ୍ୟା; ରାସ୍ତାକଡ଼ରେ ପଡ଼ିଛି ମୃତଦେହ

ରାୟଗଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ। ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ଘଟିଛି ହତ୍ୟାକାଣ୍ଡ। କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ଜଣାପଡ଼ିନାହିଁ।

Brutal Murder

Brutal Murder Photograph: (OTV)

Advertisment

ରାୟଗଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ। ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ଘଟିଛି ହତ୍ୟାକାଣ୍ଡ। ଯୁବକଙ୍କୁ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । 

Advertisment

ଘଟଣାସ୍ଥଳରେ ଅଧା କଟା ପାପୁଲି ପଡ଼ିଥିବା ବେଳେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ରାସ୍ତା କଡ଼ରେ ପଡ଼ିଛି ରକ୍ତ ଯୁଡୁବୁଡୁ ମୃତ ଶରୀର । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ ।

ଯୁବକଙ୍କୁ ପଥରରେ ଛେଚି ହତ୍ୟା; ରାସ୍ତାକଡ଼ରେ ପଡ଼ିଛି ମୃତଦେହ
ଅମ୍ବାଦଳା ଥାନା ରେଲୱେ ଗେଷ୍ଟ ହାଉସ୍ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ
ଘଟଣାସ୍ଥଳରେ ଅଧା କଟା ପାପୁଲି ପଡ଼ିଥିବା ବେଳେ ମୁଣ୍ଡକୁ ଛେଚି ହତ୍ୟା 
ମୃତକ ସ୍ଥାନୀୟ ଅଞ୍ଚଳର; ଘଟଣାସ୍ଥଳରେ ପୋଲିସର ତଦନ୍ତ

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ