Advertisment

Holi Turns Bloody: ହୋଲିରେ ରକ୍ତର ଛିଟା, ରାଜଧାନୀରେ ଗଡିଲା ମୁଣ୍ଡ

ହୋଲି ପୂର୍ବରୁ ରାଜଧାନୀରେ ଗଡିଲା ମୁଣ୍ଡ। ବିଚ୍ ରାସ୍ତାରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଫୁଲେଶ୍ବରୀ ବସ୍ତିର ସାବିତ୍ରୀ ମଲ୍ଲିକ।

Crime

Crime Photograph: (OTV)

Advertisment

ହୋଲି ପୂର୍ବରୁ ରାଜଧାନୀରେ ଗଡିଲା ମୁଣ୍ଡ। ବିଚ୍ ରାସ୍ତାରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଫୁଲେଶ୍ବରୀ ବସ୍ତିର ସାବିତ୍ରୀ ମଲ୍ଲିକ। ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ ଅଟକ ରଖିଛି ଭରତପୁର ଥାନା ପୋଲିସ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। 

Advertisment

ଭୁବନେଶ୍ୱର ଫୁଲେଶ୍ବରୀ ବସ୍ତିରେ ମହିଳାଙ୍କୁ ହତ୍ୟା

ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ
ଭରତପୁର ଥାନାରେ ଅଭିଯୁକ୍ତ ସ୍ୱାମୀ ଅଟକ
ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
ତଦନ୍ତ ଜାରି ରଖିଛି ପୋଲିସ

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ