Advertisment

Bangladeshi Link: ପୋଲିସ ବିଛାଇଥିଲା ଜାଲ , ଗିରଫ ହେଲା ସିକନ୍ଦର

ଗିରଫ ହେଲା ସିକନ୍ଦର ଆଲାମ। ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ । 7 ଦିନ ହେଲା ଫେରାର ଥିଲା ସିକନ୍ଦର । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ ।

jagatshingpur--arrest

jagatshingpur--arrest Photograph: (OTV)

Advertisment

ଗିରଫ ହେଲା ସିକନ୍ଦର ଆଲାମ। ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ । 7 ଦିନ ହେଲା ଫେରାର ଥିଲା ସିକନ୍ଦର । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ । ସିକନ୍ଦର ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ।

Advertisment

ଜଗତସିଂହପୁରର ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ରଖିଥିଲା  ସିକନ୍ଦର । ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା । ଏକ ଅଜ୍ଞାତ ସ୍ଥାନରେ ରଖି ପଚାରା ଉଚରା ଜାରି ରହିଛି... ପୂର୍ବରୁ ଫେରାର ସିକନ୍ଦର ଆଲାମର ପୁଅ ଓ ଅନ୍ୟ ଜଣେ ସହଯୋଗୀକୁ ଉଠାଇ ଆଣିଥିଲା ପୋଲିସ। 
ଗିରଫ ହେଲା ସିକନ୍ଦର ଆଲାମ

ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ 
7 ଦିନ ହେଲା ଫେରାର ଥିଲା ସିକନ୍ଦର 
ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ 
ସିକନ୍ଦର ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ 
ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା 
ଏକ ଅଜ୍ଞାତ ସ୍ଥାନରେ ରଖି ପଚାରାଉଚରା ଜାରି 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ