Loot Photograph: (OTV)
Advertisment
ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି। ସ୍ୱାମୀ ସ୍ତ୍ରୀ ଙ୍କ ହାତଗୋଡ଼ ବାନ୍ଧି ମାଡମାରି ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ପ୍ରାୟ ୭ ଲକ୍ଷ ଟଙ୍କା। ଦମ୍ପତ୍ତିଙ୍କ ଅଭିଯୋଗ ଅନୁଯାୟୀ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ତରୱାଲ, ପିସ୍ତଲ ଆଦି ଧରିଆସିଥିଲେ।
Advertisment
ସେମାନେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କଥା ହେଉଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଜୋରସୋର ଚଲାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି ପୋଲିସ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/03/loot-2026-03-03-11-31-13.jpg)