Advertisment

ଦେଶରେ ଏବେ ବି ଗମ୍ଭୀର କରୋନା ସ୍ଥିତି

ନୂଆଦିଲ୍ଲୀ: ଏବେ ବି ଦେଶରେ କରୋନା ସ୍ଥିତି ଗମ୍ବୀର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୪୧,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯୬ ଜଣଙ୍କର ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩,୯୨,୯୨୦ ହୋଇଛି। ସେହିଭଳି ୪୯୬ ନୂଆ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧,୩୬,୬୯୬କୁ ବୃଦ୍ଧି ହୋଇଛି। ସେହିଭଳି ୪,୫୫,୯୫୬ ଆକ୍ଟିଭ୍ କେସ୍ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ  ସୂଚନା ଦେଇଛି। ଗତ […]

ଦେଶରେ ଏବେ ବି ଗମ୍ଭୀର କରୋନା ସ୍ଥିତି

corona-virus

Advertisment

ନୂଆଦିଲ୍ଲୀ: ଏବେ ବି ଦେଶରେ କରୋନା ସ୍ଥିତି ଗମ୍ବୀର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୪୧,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯୬ ଜଣଙ୍କର ଜୀବନ ଯାଇଛି।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩,୯୨,୯୨୦ ହୋଇଛି। ସେହିଭଳି ୪୯୬ ନୂଆ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧,୩୬,୬୯୬କୁ ବୃଦ୍ଧି ହୋଇଛି।

ସେହିଭଳି ୪,୫୫,୯୫୬ ଆକ୍ଟିଭ୍ କେସ୍ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ  ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ ୪୨,୨୯୮ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୮୮,୦୨,୨୬୭ ହୋଇଛି।

Advertisment

ଶନିବାର ସୁଦ୍ଧା ଦେଶରେ ମୋଟ ୧୩,୯୫,୦୩,୮୦୩ଟି ସମ୍ପାଲ ଟେଷ୍ଟ ହୋଇଥିବା ବେଳେ ଗତକାଲି କେବଳ ୧୨,୮୩,୪୪୯ଟି ସମ୍ପଲ ଟେଷ୍ଟ ହୋଇଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ICMR) ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ