Advertisment

ଓଡ଼ିଶାରେ ୨,୯୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଖୋର୍ଦ୍ଧାରୁ ୬୦୦ରୁ ଅଧିକ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୮ ହଜାର ୯୦୬ କରୋନା ଟେଷ୍ଟ ହୋଇଥିବା ବେଳେ ୨,୯୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬୮ ହଜାର ୯୦୬ କରୋନା ଟେଷ୍ଟ RTPCR-୭,୫୮୫ ଆଣ୍ଟିଜେନ୍-୬୧,୧୬୬ ଟ୍ରୁନଟ୍- ୧୫୫ ଚିହ୍ନଟ ନୂଆ ୨,୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୭୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୧୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ୨,୯୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଖୋର୍ଦ୍ଧାରୁ ୬୦୦ରୁ ଅଧିକ ପଜିଟିଭ୍‌ ଚିହ୍ନଟ

corona 22

Advertisment

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୮ ହଜାର ୯୦୬ କରୋନା ଟେଷ୍ଟ ହୋଇଥିବା ବେଳେ ୨,୯୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

Advertisment

୨୪ ଘଣ୍ଟାରେ ୬୮ ହଜାର ୯୦୬ କରୋନା ଟେଷ୍ଟ

RTPCR-୭,୫୮୫

ଆଣ୍ଟିଜେନ୍-୬୧,୧୬୬

ଟ୍ରୁନଟ୍- ୧୫୫

ଚିହ୍ନଟ ନୂଆ ୨,୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୭୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୧୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

publive-image

publive-image

publive-image

ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୬୦୬ ଜଣ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୮, ୫୩୦ରେ ପହଞ୍ଚିଛି।

Coronavirus Odisha News Corona Updates In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ