Advertisment

Panic Selling Grips Indian Stock Market: ଯୁଦ୍ଧ ପାଇଁ ଭାରତୀୟ ସେୟାର ବଜାରରେ ଭୂକମ୍ପ, ଗୋଟିଏ ଝଟକାରେ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କା ସ୍ବାହା

ମିଡିଲ୍ ଇଷ୍ଟରେ ଯୁଦ୍ଧ ପାଇଁ ଭାରତୀୟ ସେୟାର ବଜାରରେ ଭୂକମ୍ପ। ସେନସେକ୍ସ ୧୭୦୦ ପଏଣ୍ଟ ହ୍ରାସ ଘଟିଛି । ସେହିଭଳି ନିଫ୍ଟି ୫୦୦ ପଏଣ୍ଟ ହ୍ରାସ ପାଇଛି । ଗୋଟିଏ ଝଟକାରେ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଛି ।

Stock Market

Stock Market Photograph: (OTV)

Advertisment

ହୋଲି ପାଇଁ ପୂରା ଦେଶରେ ଉତ୍ସାହ । ହେଲେ ମିଡିଲ୍ ଇଷ୍ଟରେ ଯୁଦ୍ଧ ପାଇଁ ଭାରତୀୟ ସେୟାର ବଜାରରେ ଭୂକମ୍ପ। ସେନସେକ୍ସ ୧୭୦୦ ପଏଣ୍ଟ ହ୍ରାସ ଘଟିଛି । ସେହିଭଳି ନିଫ୍ଟି ୫୦୦ ପଏଣ୍ଟ ହ୍ରାସ ପାଇଛି । ଗୋଟିଏ ଝଟକାରେ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଛି ।

Advertisment

ଇରାନର ପ୍ରତିଶୋଧ ନିଆଁ ମଧ୍ୟପ୍ରାଚ୍ୟରେ ସଙ୍କଟ ସୃଷ୍ଟି କରିଛି । ନିବେଶକମାନେ ନିଜ ଅର୍ଥକୁ ସୁରକ୍ଷିତ ରଖିବାକୁ ସେୟାର ବିକ୍ରି କରିଦେଉଛନ୍ତି । ଏପଟେ ଡଲାର ମଜବୁତ ଯୋଗୁଁ ସୁନା ଓ ରୁପାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । 

 ଯୁଦ୍ଧ ପାଇଁ ଭାରତୀୟ ସେୟାର ବଜାରରେ ଭୂକମ୍ପ
ସେନସେକ୍ସ ୧୭୦୦ ପଏଣ୍ଟ, ନିଫ୍ଟି ୫୦୦ ପଏଣ୍ଟ ହ୍ରାସ 
ଗୋଟିଏ ଝଟକାରେ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କା ସ୍ବାହା
ଡଲାର ମଜବୁତ ଯୋଗୁଁ ସୁନା, ରୁପାରେ ବଡ଼ ହ୍ରାସ 

Advertisment
Stock Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ