Advertisment

Gold And Silver Rate Today: ପୁଣି ବଢିଲା ସୁନା ଦର, ରୁପା ଗୋଟିଏ ଦିନରେ ୧୫ ହଜାର ବଢିଗଲା

ଗତକାଲି ତୁଳନାରେ ଆଜି ସୁନା ଦର ପୁଣି ବୃଦ୍ଧି ପାଇଛି। ଗତକାଲି ତୁଳନାରେ ୨୨ କ୍ୟାରେଟ୍ ସୁନା ଦର ୨ ହଜାର ୫୦ ଟଙ୍କା ବଢିଛି। ରୁପା କେଜି ପିଛା ୧୫ ହଜାର ବଢ଼ିଛି।

Gold And Silver Rate Today

Gold And Silver Rate Today Photograph: (OTV)

Advertisment

ଆଜି ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ଆଜି ସୁନା ଦର ପୁଣି ବୃଦ୍ଧି ପାଇଛି। ଗତକାଲି ତୁଳନାରେ ୨୨ କ୍ୟାରେଟ୍ ସୁନା ଦର ୨ ହଜାର ୫୦ ଟଙ୍କା ବଢିଛି। ଗତକାଲି ୨୨ କ୍ୟାରେଟ ସୁନା ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ଥିଲା। ଆଜି ୧୦ ଗ୍ରାମ ପିଛା ୨ ହଜାର ୫୦ ଟଙ୍କା ବଢି ୧ ଲକ୍ଷ ୪୫ ହଜାର ୬ଶହ ଟଙ୍କା ହୋଇଛି। 

Advertisment

ସେହିପରି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୨୨ ଶହ ୪୦ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୮ ହଜାର ୮୪୦ ଟଙ୍କାକୁ ବୃଦ୍ଧି ହୋଇଛି। 

୧୮ କ୍ୟାରେଟ୍ ସୁନା ଦର ୧ ହଜାର ୬୮୦ ଟଙ୍କା ବଢି ୧ ଲକ୍ଷ ୧୯ ହଜାର ୧୩୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୧୭ ହଜାର ୪୫୦ ଟଙ୍କା ଥିଲା।

Advertisment

ଅନ୍ୟପଟେ ରୁପା କେଜି ପିଛା ୧୫ ହଜାର ବଢ଼ିଛି। ଗତ କାଲି ୨ ଲକ୍ଷ ୮୫ ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ଟଙ୍କାରେ ପହଞ୍ଚିଛି ରୁପା ଦର।

Silver Price Increase Gold Price Increased Gold Rate Gold And Silver Prices Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ