Advertisment

Gols And Silver Rate Today: ସୁନା, ରୁପା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର!

ସୁନା ଓ ରୁପା ଦରରେ ବାରମ୍ବାର ପରିବର୍ତ୍ତନ ପରିଲକ୍ଷିତ ହେଉଛି। କେତେବେଳେ ବଢୁଛି ତ କେତେବେଳେ କମୁଛି। ସେହିପରି ଆଜି ମଧ୍ୟ ସୁନା ଓ ରୁପା ଦର କମିଛି।

Gold And Silver Rate Today

Gold And Silver Rate Today Photograph: (OTV)

Advertisment

ସୁନା ଓ ରୁପା ଦରରେ ବାରମ୍ବାର ପରିବର୍ତ୍ତନ ପରିଲକ୍ଷିତ ହେଉଛି। କେତେବେଳେ ବଢୁଛି ତ କେତେବେଳେ କମୁଛି। ସେହିପରି ଆଜି ମଧ୍ୟ ସୁନା ଓ ରୁପା ଦର କମିଛି। ଯାହା ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିକର। 

Advertisment

ଆଜି ୨୪ କ୍ୟାରେଟ୍ ସୁନା ଦର ୨ ହଜାର ୭୦ ଟଙ୍କା ହ୍ରାସ ପାଇଛି। ଗତ କାଲି ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଏବେ ୧ ଲକ୍ଷ ୫୨ ହଜାର ୩୫୦ ଟଙ୍କାକୁ ହ୍ରାସ ପାଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧ ହଜାର ୯ଶହ ଟଙ୍କା କମିଛି। 

ଗତ କାଲି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୩୯ ହଜାର ୬୫୦ ଟଙ୍କାକୁ ଖସିଛି। ୧୮ କ୍ୟାରେଟ୍ ସୁନା ଦର ୧ ହଜାର ୫୬୦ ଟଙ୍କା କମିଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୧୫ ହଜାର ୮୨୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୧୪ ହଜାର ୨୬୦ ଟଙ୍କା ହୋଇଛି।

Advertisment

ସେହିପରି ରୁପା କେଜି ପିଛା ୨୦ ହଜାର କମିଛି। ଗତ କାଲି ୩ ଲକ୍ଷ ଟଙ୍କା ଥିବା ବେଳେ ଆଜି ୨ ଲକ୍ଷ ୮୦ ହଜାର ଟଙ୍କା ହୋଇଛି। 

Gold And Silver Prices Update Gold Silver Price Today Silver Prices Fall Silver Price Gold Prices Fall gold price updates Gold Price Drops Gold Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ