Gold Silver Photograph: (OTV)
ବଢ଼ୁଛି ସୁନା, କମୁଛି ରୁପା। ଗଲା କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସୁନା ରୁପା ଦରକୁ ନେଇ ଚିନ୍ତାରେ ଗ୍ରାହକ। କାରଣ ଗଲା ୭ ଦିନ ମଧ୍ୟରେ ପୁଣି ଥରେ ଲମ୍ବା ଡିଆଁ ମାରିବାକୁ ପ୍ରସ୍ତୁତ ସୁନା। ଗଲା ସପ୍ତାହକ ମଧ୍ୟରେ ୪ ହଜାରରୁ ଅଧିକ ଟଙ୍କା ବଢ଼ିଲାଣି। ୨୨ କ୍ୟାରେଟ୍ ସୁନା ଏକ ଲକ୍ଷ ୧୯ ହଜାରରୁ ବଢ଼ି ବଢ଼ି ଏବେ ୧ ଲକ୍ଷ ୨୨ ହଜାରରେ ପହଞ୍ଚିଛି।
ତା’ ସହ ରୁପା ଦର ବି କେବେ କମୁଛି ପୁଣି କେବେ ବଢ଼ୁଛି। ସପ୍ତାହକ ତଳେ ରୁପା କିଲୋ ପିଛା ଏକ ଲକ୍ଷ ୯୮ ହଜାର ଥିବା ବେଳେ ୨ ଲକ୍ଷ ୧୦ ହଜାରକୁ ପାର କରିଛି। ଦୁଇ ଦିନ ତଳେ ତାହା ୨ ଲକ୍ଷ ୧୫ ହଜାର ଥିଲା।
• ବଢ଼ୁଛି ସୁନା, କମୁଛି ରୁପା
• ପୁଣି ଥରେ ସୁନା, ରୁପା ଦରକୁ ନେଇ ଚିନ୍ତାରେ ଗ୍ରାହକ
• ସପ୍ତାହକରେ ୪ ହଜାର ବଢ଼ିଲାଣି ସୁନା
• ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ୧ ଲକ୍ଷ ୨୨ ହଜାର
• ରୁପା ଦର କେବେ କମୁଛି, କେବେ ବଢ଼ୁଛି
• ରୁପା କିଲୋ ପିଛା ଦର ୨ ଲକ୍ଷ ୧୦ ହଜାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/gold-silver-2025-12-14-15-18-04.jpg)